ETV Bharat / state

Mukta Schemeରେ ପାରାଦ୍ବୀପ ସାମିଲ, ଧନ୍ୟବାଦ ଦେଲେ ବିଧାୟକ

author img

By

Published : Nov 28, 2021, 8:20 PM IST

ପାରାଦ୍ୱୀପ ସହରର ଉନ୍ନତି ପାଇଁ ମୁକ୍ତା ଯୋଜନାରେ ୯ କୋଟି ୪ଲକ୍ଷ ଟଙ୍କାର ଅନୁଦାନ ମିଳିଛି । ପାରାଦ୍ବୀପ ବିଧାୟକ ମୁଖ୍ୟମନ୍ତ୍ରୀ ଓ 5ଟି ସଚିବଙ୍କୁ ଧନ୍ୟବାଦ ଦେଇଛନ୍ତି । ଅଧିକ ପଢ଼ନ୍ତୁ

ମୁକ୍ତା ଯୋଜନାରେ ପାରାଦ୍ବୀପ ସାମିଲ, ଧନ୍ୟବାଦ ଦେଲେ ବିଧାୟକ

ଜଗତସିଂହପୁର: ପାରାଦ୍ୱୀପ ସହରର ଉନ୍ନତି ପାଇଁ Mukta Schemeରେ ୯କୋଟି ୪ଲକ୍ଷ ଟଙ୍କାର ଅନୁଦାନ ମିଳିଛି । ପ୍ରଥମ ଦଫାରେ ୧୯ଟି ୱlର୍ଡ ମଧ୍ୟରୁ ୧୨ଟି ୱlର୍ଡକୁ ସାମିଲ କରାଯାଇଛି । ଏହାକୁ ନେଇ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସ୍ଥାନୀୟ ବିଜୁ ମେମୋରିଆଲ ଟ୍ରଷ୍ଟ ପରିସରରେ ଏହି ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା ।

ପାରାଦ୍ୱୀପ ପୌର ପରିଷଦର ୫୬ଟି ପ୍ରକଳ୍ପ ପାଇଁ ୮କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହି ଅର୍ଥରେ ସହରରେ କ୍ଷୁଦ୍ର ଉଦ୍ୟାନ, ସର୍ଵସାଧାରଣ ବ୍ୟାୟାମଶାଳା, ରାସ୍ତା, ଜଳାଶୟ, ଖେଳ ପଡ଼ିଆ, ନାଳ ଓ ରାସ୍ତା ଆଦି ନିର୍ମାଣ ହେବ । ଏହାଦ୍ବାରା ପୌର ପରିଷଦବାସୀ ଉପକୃତ ହେବେ ବୋଲି କହିଛନ୍ତି ପାରାଦ୍ବୀପ ବିଧାୟକ । ମୁକ୍ତା ଯୋଜନାରେ ପାରାଦ୍ୱୀପକୁ ସାମିଲ କରାଯାଇଥିବାରୁ ପାରାଦ୍ବୀପ ବିଧାୟକ ମୁଖ୍ୟମନ୍ତ୍ରୀ ଓ 5ଟି ସଚିବଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.