ETV Bharat / state

IOCL Crude Oil Pipeline Bursts: ପାରାଦ୍ୱୀପରେ ଫାଟିଲା ଅଶୋଧିତ ତୈଳ ପାଇପ, ଧାନ ଜମିରେ ମାଡିଲା ହଜାର ହଜାର ଲିଟର ତେଲ

author img

By

Published : May 26, 2022, 2:53 PM IST

Updated : May 26, 2022, 10:38 PM IST

lOCL ପାଇପ ଲାଇନ ଫାଟିବା ଯୋଗୁଁ ହଜାର ହଜାର ଲିଟର ଅଶୋଧିତ ତୈଳ (Crude Oil) ଧାନ ଜମି ଭିତରକୁ ମାଡ଼ି ଆସିଛି । ପାଇପ ଫାଟିଥିବା ସ୍ଥାନରେ ଯେଭଳି କୌଣସି ଅଗ୍ନିକାଣ୍ଡ ନହେବ ଏଥିପାଇଁ ସେହି ସ୍ଥାନକୁ ସିଲ୍‌ କରିଦିଆଯାଇଛି । ଅଧିକ ପଢ଼ନ୍ତୁ

ପାରାଦ୍ୱୀପରେ ଫାଟିଲା ତୈଳ ପାଇପ, ଧାନ ଜମିରେ ମାଡ଼ୁଛି ଅଶୋଧିତ ତୈଳ

ପାରାଦ୍ୱୀପ: lOCL ପାଇପ ଲାଇନ ଫାଟିବା ଯୋଗୁଁ ହଜାର ହଜାର ଲିଟର ଅଶୋଧିତ ତୈଳ (Crude Oil) ଧାନ ଜମି ଭିତରକୁ ମାଡ଼ି ଆସିଛି । ପାଇପ ଫାଟିଥିବା ସ୍ଥାନରେ ଯେଭଳି କୌଣସି ଅଗ୍ନିକାଣ୍ଡ ନହେବ ଏଥିପାଇଁ ସେହି ସ୍ଥାନକୁ ସିଲ୍‌ କରିଦିଆଯାଇଛି । ଏହାପରେ IOCLର ଟେକ୍ନିସିଆନ ପାଇପ ମରାମତି ପାଇଁ ଆରମ୍ଭ କରିଛନ୍ତି । ଅଗ୍ନିଶମ ବାହିନୀର ସହୟତାରେ ଏହି ପ୍ରୟାସ କରାଯାଉଛି । ବର୍ତ୍ତମାନ ମଧ୍ୟ ଏହି ଅଞ୍ଚଳରେ ଅଶୋଧିତ ତୈଳର ବାୟୁ ମଣ୍ଡଳରେ ରହିଥିବାରୁ ଏହି ରସ୍ତା ଦେଇ କାହାରିକୁ ଯିବା ଆସିବା କରିବାକୁ ଦିଆଯାଉନାହିଁ ।

IOCL Crude Oil Pipeline Bursts: ପାରାଦ୍ୱୀପରେ ଫାଟିଲା ଅଶୋଧିତ ତୈଳ ପାଇପ, ଧାନ ଜମିରେ ମାଡିଲା ହଜାର ହଜାର ଲିଟର ତେଲ

ହଳଦିଆ ବନ୍ଦରରୁ ପାରାଦ୍ୱୀପକୁ ଆସିଥିବା ପାଇପ ଲାଇନ କୌଣସି କାରଣବଶତଃ ଫାଟି ଯାଇଛି । ଫଳରେ ଏଥିରୁ ତେଲ୍‌ ଲିକ୍‌ ହୋଇ ପାଖରେ ଥିବା ଧାନ ଜମି ଭିତରକୁ ମାଡ଼ି ଯାଇଛି । ଗୁରୁବାର ଦିନ ୧.୩୦ ମିନିଟ୍‌ରେ ଏହି ଘଟଣା ଘଟଣା ଘଟିଥିବା ସୂଚନା ମିଳିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : May 26, 2022, 10:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.