ETV Bharat / state

ମା’ ଶାରଳାଙ୍କ ମନ୍ଦିରରେ ଆଜିଠୁ ନବରାତ୍ର ପୂଜା ଆରମ୍ଭ - Nabaratri puja Starts In Maa Sarala Temple of f Jagatsinghpur

ଶକ୍ତିପୀଠ ମା’ ଶାରଳାଙ୍କ ମନ୍ଦିରରେ ଆଜିଠାରୁ ନବଦିନାତ୍ମକ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଛି। ଅଧିକ ପଢନ୍ତୁ..

ମା’ ଶାରଳାଙ୍କ ମନ୍ଦିରରେ ଆଜିଠୁ ନବରାତ୍ର ପୂଜା ଆରମ୍ଭ

author img

By

Published : Oct 10, 2020, 9:41 PM IST

ଜଗତସିଂହପୁର: ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ଶାରଳାଙ୍କ ମନ୍ଦିରରେ ଆଜିଠାରୁ ନବଦିନାତ୍ମକ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଛି। ଏହି ଅବସରରେ ଆଜି ମା’ଙ୍କୁ ଶୈଳପୁତ୍ରୀ ବେଶରେ ପୂଜା କରାଯାଇଥିଲା।

ମା’ ଶାରଳାଙ୍କ ମନ୍ଦିରରେ ଆଜିଠୁ ନବରାତ୍ର ପୂଜା ଆରମ୍ଭ

ରବିବାର କ୍ରମନୟ ଭାବେ ଦ୍ବିତୀୟ ଦିନରେ ବ୍ରହ୍ମଚାରିଣୀ, ତୃତୀୟ ରେ ଚନ୍ଦ୍ରଘଣ୍ଟା, ଚତ୍ରୁର୍ଥ ଦିନରେ କୁଷ୍ମାଣ୍ଡା, ପଞ୍ଚମ ଦିନରେ ସ୍କନ୍ଧମାତା, ଷଷ୍ଠ ରେ କାନ୍ତାୟନୀ, ସପ୍ତମ ରେ କାଳରାତ୍ରି, ଅଷ୍ଟମ ରେ ମହାଗୌରୀ,ନବମ ଦିନରେ ସିଦ୍ଧିଦାତ୍ରୀ ରୂପରେ ଆରାଧନା କରାଯିବ।

ନବରାତ୍ର ପୂଜା ଚଳିତ ବର୍ଷ କୋଭିଡ କଟକଣାକୁ ନେଇ ନିରାଡ଼ମ୍ବର ଭାବରେ ପାଳନ କରାଯାଉଛି। ନବରାତ୍ର ପୂଜାକୁ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସ୍ବଳ୍ପ ସଂଖ୍ୟକ ସେବାୟତ ମାନଙ୍କ ଦ୍ବାରା ମା’ଙ୍କ ନୀତିକାନ୍ତି ସମ୍ପାଦିତ ହେଉଛି।

ଜଗତସିଂହପୁର ରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.