ETV Bharat / state

Municipal Poll: ଜଗତସିଂହପୁରରେ 82% ଓ ପାରାଦୀପରେ 66% ମତଦାନ

author img

By

Published : Mar 24, 2022, 10:38 PM IST

ଜଗତସିଂହପୁର ଜିଲ୍ଲାର ଦୁଇଟି ପୌର ପରିଷଦ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । ଶିଳ୍ପ ନଗରୀ ପାରାଦୀପରେ ମତଦାନ ନୈରାଶ୍ୟ ଜନକ ଥିବାବେଳେ ଜଗତସିଂହପୁରରେ ମତଦାନର ହାର ସର୍ବାଧିକ ରହିଛି। ଅଧିକ ପଢନ୍ତୁ

Municipal Poll: ଜଗତସିଂହପୁରରେ 82 ଓ ପାରାଦ୍ୱୀପରେ 66 ପ୍ରତିଶତ ମତଦାନ

ଜଗତସିଂହପୁର: ଜିଲ୍ଲାର ଦୁଇଟି ପୌର ପରିଷଦ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । ଶିଳ୍ପ ନଗରୀ ପାରାଦୀପରେ ମତଦାନ ନୈରାଶ୍ୟ ଜନକ ଥିବାବେଳେ ଜଗତସିଂହପୁରରେ ମତଦାନର ହାର ସର୍ବାଧିକ ରହିଛି । ସକାଳ 8 ଟାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଚାଲିଥିଲା । 5.3 ରେ ସମସ୍ତ EVM ମେସିନ ଗୁଡିକୁ କଡାସୁରକ୍ଷା ବ୍ୟବସ୍ଥା ଭିତରେ ସ୍ୱାମୀ ବିବେକାନନ୍ଦ ସ୍ବଂୟ ଶାସିତ ମହାବିଦ୍ୟାଳୟକୁ ଅଣାଯାଇ ସିଲ କରାଯିବା ସହ ଷ୍ଟ୍ରଙ୍ଗରୁମରେ ରଖାଯାଇଛି ।

ଜଗତସିଂହପୁର ଜିଲ୍ଲାର ଦୁଇଟି ପୌର ପରିଷଦ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ

ଏହାବି ପଢନ୍ତୁ : Municipal Election: ଶାନ୍ତି ଶୃଙ୍ଖଳା ନେଇ କଟକବାସୀଙ୍କୁ ଧନ୍ୟବାଦ ଜଣାଇଲେ ଜିଲ୍ଲାପାଳ

କଲେଜ ପରିସରରେ 24 ଘଣ୍ଟିଆ ପୋଲିସ ପ୍ରହରା ଦିଆଯିବା ସହ ସିସିଟିଭି ନଜରରେ ରଖା ଯାଇଛି । ଆଜି ସନ୍ଧ୍ୟାରେ ସମସ୍ତ ପୋଲିଂ ପାର୍ଟି ଏସଭିଏମ (SVM) କଲେଜରେ ପହଞ୍ଚିବା ପରେ ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ ସେଗୁଡିକୁ ଯାଞ୍ଚ କରିବା ପରେ ଜଉ ମୁଦ ଦିଆଯାଇ ସିଲ କରାଯାଇଥିଲା । ପରେ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି । ଜଗତସିଂହପୁରରେ ମତଦାତାର ହାର 82 ପ୍ରତିଶତ ହୋଇଥିବା ବେଳେ ପାରାଦ୍ୱୀପରେ ମତଦନର ହାର 62,%20 ପ୍ରତିଶତ ରହିଛି ।

ଜଗତସିଂହପୁର ରୁ ସୁଶାନ୍ତ କୁମାର ପାତ୍ର ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.