ETV Bharat / state

ବାଲିକୁଦାରେ ମିଶନ୍ ଶକ୍ତି କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ରଘୁନନ୍ଦନ - laid foundation stone

ବାଲିକୁଦା ବ୍ଲକ ଅନ୍ତର୍ଗତ ଅଳାବୋଳ ପଞ୍ଚାୟତ ନବଜ୍ୟୋତି ମହାସଂଘ ମିଶନ୍ ଶକ୍ତି କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ରାଜ୍ଯ ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ।

Minister Raghunandan das laid foundation stone of the Mission Shakti office in Balikuda
ବାଲିକୁଦାରେ ମିଶନ୍ ଶକ୍ତି କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ରଘୁନନ୍ଦନ
author img

By

Published : Sep 26, 2020, 10:16 PM IST

ଜଗତସିଂହପୁର: ବାଲିକୁଦା ବ୍ଲକ ଅନ୍ତର୍ଗତ ଅଳାବୋଳ ପଞ୍ଚାୟତ ନବଜ୍ୟୋତି ମହାସଂଘ ମିଶନ୍ ଶକ୍ତି କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ରାଜ୍ଯ ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ।

ବାଲିକୁଦାରେ ମିଶନ୍ ଶକ୍ତି କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ରଘୁନନ୍ଦନ

ଏହି କାର୍ଯ୍ୟକ୍ରମରେ ସରପଞ୍ଚ ପଲ୍ଲିଶ୍ରୀ ସାମଲ, ସଭ୍ୟା ସଲିମା ବିଶ୍ଵାଳ, ଜିଲ୍ଲାପରିଷଦ ସଭ୍ୟ ମହନି ରାଉତ, ସମାଜସେବୀ ସୁକାନ୍ତ ଦାସ, ଶ୍ରୀକାନ୍ତ ଦାସ, ପ୍ରଦୀପ୍ତ ସ୍ୱାଇଁ, ଶାନ୍ତନୁ କାନୁନଗୋ, ଦିଲ୍ଲୀପ କାନୁନଗୋ ପ୍ରମୂଖ ଉପସ୍ଥିତ ଥିଲେ। ତେବେ କୋରୋନା ମହାମାରୀ ସମୟରେ ଏହି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ପାରମ୍ପରିକ ବାଜା ଓ ହୁଳହୁଳି ନିଆରା ପରିବେଶ ସୃଷ୍ଟି କରିଥିଲା ।

ବାଲିକୁଦା ଅଞ୍ଚଳରେ ଏହି ମିଶନ ଶକ୍ତି କାର୍ଯ୍ୟାଳୟ ପାଇଁ ମନ୍ତ୍ରୀଙ୍କ ନିକଟରେ ବାରମ୍ବାର ଦାବି ହୋଇଆସୁଥିଲା । ତେବେ ଦୀର୍ଘ ଦିନର ଦାବି ପୂରଣ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ବାଲିକୁଦା ଅଞ୍ଚଳରେ ମିଶନ୍ ଶକ୍ତି କାର୍ଯ୍ୟାଳୟ ନଥିବାରୁ ମହିଳା ମାନେ ବିଭିନ ପ୍ରକାର ଅସୁବିଧାର ସମ୍ମୁଖିନ ହେଉଥିଲେ। ଫଳରେ ଜଗତସିଂହପୁର ଯିବାକୁ କରିବାକୁ ପଡୁଥିଲା । ଖୁବ୍ ଶୀଘ୍ର କାର୍ଯ୍ୟାଳୟର ନିର୍ମାଣ ଶେଷ ହେବାକୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.