ETV Bharat / state

ଷ୍ଟିଲ ପ୍ଲାଣ୍ଟ ନେଇ ବନ୍ଦର ଅଧ୍ୟକ୍ଷଙ୍କ ସହ ଲକ୍ଷ୍ମୀ ମିତ୍ତଲଙ୍କ ଆଲୋଚନା - ନିପ୍ପନ ଷ୍ଟିଲ କମ୍ପାନୀ

ଜଗତସିଂହପୁର ଗସ୍ତରେ ଆସି ପାରାଦୀପ ବନ୍ଦରରେ ପହଞ୍ଚି ନିପ୍ପନ ଷ୍ଟିଲ କମ୍ପାନୀର ସ୍ଥିତି ବୁଲି ଦେଖିବା ସହ ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟର କଲେ ସମୀକ୍ଷା । ଅଧିକ ପଢନ୍ତୁ...

ଷ୍ଟିଲ ପ୍ଲାଣ୍ଟ ନେଇ ବନ୍ଦର ଅଧ୍ୟକ୍ଷଙ୍କ ସହ ଲକ୍ଷ୍ମୀ ମିତ୍ତଲ କଲେ ଆଲୋଚନା

author img

By

Published : Aug 21, 2021, 9:00 PM IST

ଜଗତସିଂହପୁର: ଓଡିଶା ଗସ୍ତରେ ଆସିଛନ୍ତି ଆର୍ସେଲର ମିତ୍ତଲ କମ୍ପାନୀର ମୁଖ୍ୟ ନିର୍ବାହୀ ଅଧ୍ୟକ୍ଷ । ଆଜି (ବୁଧବାର) ପାରାଦୀପ ଗସ୍ତରେ ଆସି ପହଞ୍ଚିଛନ୍ତି ଆର୍ସେଲର ମିତ୍ତଲ କମ୍ପାନୀର ମୁଖ୍ୟ ନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ମିତ୍ତଲ । ସେଠାରେ ପହଞ୍ଚିବା ପରେ ପ୍ରଥମେ ପାରାଦୀପରେ ଥିବା ଆର୍ସେଲର ନିପ୍ପନ ଷ୍ଟିଲ କାରଖାନା ଭ୍ରମଣ କରିବା ପରେ ପାରାଦୀପ ବନ୍ଦର ଉପାଧ୍ୟକ୍ଷ ଏ.କେ.ବୋଷ ଓ ବନ୍ଦରର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ।

ଷ୍ଟିଲ ପ୍ଲାଣ୍ଟ ନେଇ ବନ୍ଦର ଅଧ୍ୟକ୍ଷଙ୍କ ସହ ଲକ୍ଷ୍ମୀ ମିତ୍ତଲ କଲେ ଆଲୋଚନା

ସେଠାରେ କାର୍ଯ୍ୟକ୍ରମ ଶେଷ ହେବା ପରେ ସିଧାସଳଖ କେନ୍ଦ୍ରାପଡା ଜିଲ୍ଲାରେ ହେବାକୁ ଥିବା ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟର ସମୀକ୍ଷା ନେଇ ପାରାଦୀପ ନେହେରୁ ବଙ୍ଗଳା ଠାରେ ଥିବା ମାଛଧରା ବନ୍ଦରରୁ ପାରାଦୀପ ବନ୍ଦର ପାଇଲଟ୍ ବୋଟ୍ ଯୋଗେ ନଦୀ ପଥରେ ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟ ଓ ନଦୀ ଭିତ୍ତିକ ବନ୍ଦର ଉପରେ ସମୀକ୍ଷା କରି ଫେରି ଯାଇଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.