ETV Bharat / state

ବୀର ଯବାନଙ୍କ ବଳିଦାନ ମନେ ପକାଇଲା ପାରାଦ୍ବୀପ

ପାରାଦ୍ୱୀପ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ କାର୍ଗିଲ ବିଜୟ ଦିବସ ପାଳିତ ହେଉଛି । ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ପାଳିତ ହେଉଥିବା ଏହି ଦିବସ ଆଗାମୀ ସପ୍ତାହେ ଯାଏଁ ଚାଲିବ । ଅଧିକ ପଢ଼ନ୍ତୁ

ପାରାଦ୍ୱୀପରେ କାର୍ଗିଲ ବିଜୟ ଦିବସ ପାଳିତ
ପାରାଦ୍ୱୀପରେ କାର୍ଗିଲ ବିଜୟ ଦିବସ ପାଳିତ
author img

By

Published : Jul 22, 2022, 7:40 AM IST

ପାରାଦ୍ୱୀପ: ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ଏକ ସପ୍ତାହ ବ୍ୟାପୀ କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି । ଗୁରୁବାର ଏହି ଅବସରରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ଏକ ସାଇକେଲ ଶୋଭାଯାତ୍ରା ପାରାଦ୍ୱୀପ ସହର ପରିକ୍ରମା କରିବା ସହ ଭାରତୀୟ ସୀମାରେ ବୀର ଯବାନ ମାନଙ୍କ ତ୍ୟାଗ ଓ ବଳିଦାନର କଥା ପ୍ରଚାର ପ୍ରସାର କରାଯାଇଛି ।

ପାରାଦ୍ୱୀପରେ କାର୍ଗିଲ ବିଜୟ ଦିବସ ପାଳିତ

ଚଳିତ ବର୍ଷ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ଏକ ସପ୍ତାହ ବ୍ୟାପୀ ବିଜୟ ଦିବସ ପାଳନ କରାଯାଉଛି । ଗତ ୧୯ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଜୁଲାଇ ୨୬ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା ସହ ଚିତ୍ରାଙ୍କନ ଓ କାର୍ଗିଲରେ ଶହୀଦ ହୋଇଥିବା ବୀର ଯବାନମାନଙ୍କ ବଳିଦାନ ସମ୍ପର୍କରେ ଭାଷଣ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.