ETV Bharat / state

ପାରାଦ୍ବୀପ ବନ୍ଦରର ବିକାଶ ପାଇଁ 13ଶହ କୋଟିର ପୁଞ୍ଜି ନିବେଶ କରିବ JSW - ପାରାଦ୍ବୀପ ବନ୍ଦରରେ ପୁଞ୍ଜି ନିବେଶ କରିବ ଜେଏସଡବ୍ଲ୍ୟୁ

ପାରାଦ୍ବୀପ ବନ୍ଦର ବିକାଶ ପାଇଁ ଜେଏସଡବ୍ଲ୍ୟୁ(JSW) 13ଶହ କୋଟିର ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି । ପାରାଦ୍ୱୀପ ବନ୍ଦରର ପୁର୍ବପାସ କୋଇଲା ଟର୍ମିନାଲ ପ୍ରତିଷ୍ଠା ପାଇଁ ଏହି ପୁଞ୍ଜି ବିନିଯୋଗ କରାଯିବ । ଅଧିକ ପଢନ୍ତୁ

ପାରାଦ୍ବୀପ ବନ୍ଦରର ବିକାଶ ପାଇଁ 13 ସହ କୋଟିର ପୁଞ୍ଜି ନିବେଶ କରିବ JSW

author img

By

Published : May 14, 2022, 1:59 PM IST

ଜଗତସିଂହପୁର: ପାରାଦ୍ବୀପ ବନ୍ଦର ବିକାଶ ପାଇଁ ଜେଏସଡବ୍ଲ୍ୟୁ(JSW) 13 ସହ କୋଟିର ପୁଞ୍ଜି ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି ।ପାରାଦ୍ୱୀପ ବନ୍ଦରର ପୁର୍ବପାସ କୋଇଲା ଟର୍ମିନାଲ ପ୍ରତିଷ୍ଠା ପାଇଁ ଏହି ପୁଞ୍ଜି ବିନିଯୋଗ କରାଯିବ । ଏହି ଟର୍ମିନାଲରେ ବାର୍ଷିକ 3ଶହ ଲକ୍ଷ ଟନ କୋଇଲା ପରିଚାଳନାର କ୍ଷମତା ରହିବ । ଏହାର ଦିନକୁ କ୍ଷମତା 25 ରେକ ଅନଲୋଡ଼ କ୍ଷମତା ରହିଥିବା ଜଣା ପଡ଼ିଛି । ଏହା ଏକସଙ୍ଗେ ଦୁଇଟି ପଣ୍ୟବାହୀ ଜାହାଜରେ ମାଲ ବୋଝେଇ କରିପାରିବ ।

ପାରାଦ୍ବୀପ ବନ୍ଦରର ବିକାଶ ପାଇଁ 13 ସହ କୋଟିର ପୁଞ୍ଜି ନିବେଶ କରିବ JSW

ଏହାକୁ 30ବର୍ଷ ପାଇଁ ନିର୍ମାଣ, ପରିଚାଳନା ଓ ହସ୍ତାନ୍ତରଣ ଭିତରେ ପ୍ରସ୍ତୁତ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । 2022 -23 ଆର୍ଥିକ ବର୍ଷ ସୁଦ୍ଧା 200 ସହ MPTL ମାଲ ପରିବହନର ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରକାଶ କରିଛନ୍ତି । ଏହି ଟର୍ମିନାଲରେ ବାର୍ଷିକ 3 ଶହ ଲକ୍ଷ ଟନ କୋଇଲା ପରିଚାଳନାର କ୍ଷମତା ରହିବ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.