ETV Bharat / state

ଜଗତସିଂହପୁରକୁ ସ୍କଚ ସମ୍ମାନ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

author img

By

Published : Jul 31, 2020, 12:37 PM IST

ଜଗତସିଂହପୁର ଜିଲ୍ଲାରେ କୋଭିଡ ପରିଚାଳନା କ୍ଷେତ୍ରରେ ସଫଳତା ପାଇଁ ଜିଲ୍ଲାକୁ ସ୍କଚ୍ ସିଲଭର ସମ୍ମାନ ପ୍ରଦାନ କରାଯାଇଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାବାସୀଙ୍କୁ ଟ୍ବିଟ କରି ଅଭିନନ୍ଦନ ଜଣାଇଛନ୍ତି।

ଜଗତସିଂହପୁରକୁ ସ୍କଚ୍ ସିଲିଭର ସମ୍ମାନ, ଶୁଭେଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଜଗତସିଂହପୁର: ଜିଲ୍ଲାରେ କୋଭିଡ ପରିଚାଳନା କ୍ଷେତ୍ରରେ ସଫଳତା ପାଇଁ ଜିଲ୍ଲାକୁ ସ୍କଚ୍ ସିଲଭର ସମ୍ମାନ ପ୍ରଦାନ କରାଯାଇଛି। ସଠିକ୍ କୋଭିଡ୍ ପରିଚାଳନା ଓ ସମଗ୍ର ଜିଲ୍ଲାରେ ଇ ଅଫିସ୍ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଜଗତସିଂହପୁର ଜିଲ୍ଲା ଶୀର୍ଷରେ ରହିଛି।

jagatsinghpur
ଫଟୋ ସୌଜନ୍ୟ: ଟ୍ବିଟର@@CMO_Odisha
jagatsinghpur
ଫଟୋ ସୌଜନ୍ୟ: ଟ୍ବିଟର@CollectorJspu

ସେଥିପାଇଁ ଦିଲ୍ଲୀର ଏକ ସଂସ୍ଥା ସ୍କଚ୍ ଆଓ୍ବାଡ୍ ଫର୍ ଡିଷ୍ଟ୍ରିକ୍ଟ କୋଭିଡ ରେସପନ୍ସ ବର୍ଗରେ ସିଲଭର୍ ସମ୍ମାନ ପ୍ରଦାନ କରିଛି। ୬୬ ତମ ସ୍କଚ୍ ସମିତି ଅବସରରେ ଭିସି ଜରିଆରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାବାସୀଙ୍କୁ ଟ୍ବିଟ କରି ଅଭିନନ୍ଦନ ଜଣାଇଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.