ETV Bharat / state

ଜଗତସିଂହପୁରରେ 4 କୋରୋନା ପଜିଟିଭ, ପ୍ରତିକ୍ରିୟା ରଖିଲେ ଜିଲ୍ଲାପାଳ - ଜଗତସିଂହପୁର ଜିଲ୍ଲାପାଳ ପ୍ରତିକ୍ରିୟା

ଜଗତସିଂହପୁରରେ 4 କୋରୋନା ଆକ୍ରାନ୍ତ ଚିହ୍ନଟ । ସମସ୍ତେ ସୁରତ ଫେରନ୍ତା । ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ ..

jagatsinghpur collector reaction on COVID positive case
ଜଗତସିଂହପୁରରେ 4 କୋରୋନା ପଜିଟିଭ
author img

By

Published : May 6, 2020, 10:05 PM IST

Updated : May 7, 2020, 11:07 AM IST

ଜଗତସିଂହପୁର: ମଙ୍ଗଳବାର ଜଗତସିଂହପୁରରେ 4 କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠିଛି। ଏ ନେଇ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ନିଜ ପ୍ରତିକ୍ରିୟା ରଖିଛନ୍ତି ।

ଜଗତସିଂହପୁରରେ 4 କୋରୋନା ପଜିଟିଭ, ପ୍ରତିକ୍ରିୟା ରଖିଲେ ଜିଲ୍ଲାପାଳ

ଜିଲ୍ଲପାଳ କହିଛନ୍ତି ଯେ ଜିଲ୍ଲାର କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ନାଉଗାଁ ବ୍ଲକର ଏକ କ୍ୱାରେଣ୍ଟଇନ ହଲକୁ ସିଲ କରିଦିଆଯାଇଛି । ଏଥିସହ ଚିହ୍ନଟ ହୋଇଥିବା 4 ଜଣଙ୍କ ମଧ୍ୟରୁ 3 ଜଣ ଗୋଟେ ପରିବାରର ହୋଇଥିବାବେଳେ ଅନ୍ୟ ଜଣେ ବାଲିକୁଦା ଅଞ୍ଚଳରର ବୋଲି ସେ ସୂଚନା ଦେଇଛନ୍ତି ।

ତେବେ ଚିହ୍ନଟ ଆକ୍ରାନ୍ତମାନେ ମଙ୍ଗଳବାର ସୁରତରୁ ଫେରିଥିଲେ। ଫେରିବା ବାଟରେ ଏମାନେ କାହା ସଂସ୍ପର୍ଶରେ ଆସିଛନ୍ତି ଏହାକୁ ନେଇ ପ୍ରଶାସନ ଖୋଳତାଡ଼ ଆରମ୍ଭ କରିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : May 7, 2020, 11:07 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.