ETV Bharat / state

‘ଆପଦ ମିତ୍ର’ଙ୍କୁ ସମ୍ବର୍ଦ୍ଧିତ କଲେ ଜଗତସିଂହପୁର ଜିଲ୍ଲାପାଳ - jagatsinghpur collector honored

ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ସାହାର୍ଯ୍ୟ କରୁଥିବା ଆପଦ ମିତ୍ରଙ୍କୁ ସମ୍ବର୍ଦ୍ଧନା । ଅଧିକ ପଢନ୍ତୁ...

ଆପଦ ମିତ୍ରଙ୍କୁ ସମ୍ବର୍ଦ୍ଧିତ କଲେ ଜଗତସିଂହପୁର ଜିଲ୍ଲାପାଳ

author img

By

Published : Jan 20, 2021, 4:06 PM IST

ଜଗତସିଂହପୁର: ଜିଲ୍ଲାର ଆପଦ ମିତ୍ରଙ୍କୁ ନେଇ ଜଗତସିଂହପୁର ଜିଲ୍ଲପାଳ ଏକ ସମୀକ୍ଷା ବୈଠକ କରିଛନ୍ତି । ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ସାହାର୍ଯ୍ୟ କରୁଥିବାରୁ ସେମାନଙ୍କୁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଛନ୍ତି । ଓରମାସ ପକ୍ଷରୁ ଏହି ଆପଦ ମିତ୍ରଙ୍କୁ ରେନିକୋର୍ଟ, ଫାଷ୍ଟଏଡ କିଟ, ବଟଲ, ଗ୍ଲାସ, ଲାଇଫ ଜ୍ୟାକଟେ ପ୍ରଭୃତି ସାମଗ୍ରୀ ବଣ୍ଟନ କରାଯାଇଛି ।

ଆପଦ ମିତ୍ରଙ୍କୁ ସମ୍ବର୍ଦ୍ଧିତ କଲେ ଜଗତସିଂହପୁର ଜିଲ୍ଲାପାଳ

ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଏହି ବୈଠକ ଆୟୋଜିତ ହୋଇଛି । ଏଥିରେ ଜିଲ୍ଲାର ମୋଟ ୬୧ ଜଣ ଆପଦ ମିତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟ ବିଶ୍ବାଳ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶାଶ୍ବତ ରଞ୍ଜନ ଦାସ, ଗୌରହରି ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.