ETV Bharat / state

ସମ୍ଭାବ୍ୟ ବାତ୍ୟାକୁ ନେଇ ଜଗତସିଂହପୁର ପ୍ରଶାସନର ପ୍ରାକ୍ ପ୍ରସ୍ତୁତିି - strom

ବାତ୍ୟା ୟଶକୁ ନେଇ ଜଗତସିଂହପୁର ଜିଲ୍ଲାର ସମୁଦ୍ରକୂଳବର୍ତ୍ତୀ ଗାଁ ଗୁଡିକରେ ହାଇଆର୍ଲଟ ଜାରି କରାଯିବାକୁ କୁହାଯାଇଛି । ଅଧିକ ପଢନ୍ତୁ...

ସମ୍ଭାବ୍ୟ ବାତ୍ୟାକୁ ନେଇ ଜଗତସିଂହପୁର ପ୍ରଶାସନର ପ୍ରାକ୍ ପ୍ରସ୍ତୁତିି

author img

By

Published : May 20, 2021, 5:29 PM IST

ଜଗତସିଂହପୁର: ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାକ୍ ପ୍ରସ୍ତୁତିି ଆରମ୍ଭ ହୋଇଛି । ଭିଡିଓ କନଫରେନସିଂ ଜରିଆରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କୁଜଙ୍ଗ, ବାଲିକୁଦା, ଏରସମା, ଓ ତ୍ରିର୍ତ୍ତୋଲ ବିଡ଼ିଓଙ୍କ ସହ ଆଲୋଚନା କରିବା ସହ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରିଛନ୍ତି । ତଳିଆ ଅଞ୍ଚଳରେ ବସବାସ କରିଥିବା ଲୋକଙ୍କୁ ସତର୍କ କରିବା ସହ 22 ତାରିଖ ସୁଦ୍ଧା ସେମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ନେବାକୁ ବ୍ୟବସ୍ଥା କରାଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ଭାବ୍ୟ ବାତ୍ୟାକୁ ନେଇ ଜଗତସିଂହପୁର ପ୍ରଶାସନର ପ୍ରାକ୍ ପ୍ରସ୍ତୁତିି

ସମୁଦ୍ରକୂଳବର୍ତ୍ତୀ ଗାଁ ଗୁଡିକରେ ହାଇଆର୍ଲଟ ଜାରି କରାଯିବାକୁ କୁହାଯାଇଛି । ପଯ୍ୟାପ୍ତ ପରିମାଣରେ, ଚୁଡ଼ା, ଗୁଡ଼ ଓ ପଲିଥିନ ଆଦି ମହଜୁଦ ରଖିବାକୁ ସମସ୍ତ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ୟସ କେଉଁଠି ଲ୍ୟାଣ୍ଡ ଫଲ କରିବ ଏହାର ସବିଶେଷ ତଥ୍ୟ ଜଣାପଡିନଥିବାରୁ ଲୋକେ ଭୟଭୀତ ନ ହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.