ETV Bharat / state

କୋଭିଡ କଟକଣାରେ ପୂଜା ପାଉଛନ୍ତି ଗଜଲକ୍ଷ୍ମୀ - ମା ଗଜଲକ୍ଷ୍ମୀଙ୍କ ପୂଜା

ଆଜି ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ କୁମାର ପୂର୍ଣ୍ଣିମା ଉତ୍ସବ ସହ ମା ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହେଉଛି। ଅଧିକ ପଢନ୍ତୁ...

କୋଭିଡ କଟକଣାରେ ପୂଜା ପାଉଛନ୍ତି ଗଜଲକ୍ଷ୍ମୀ
କୋଭିଡ କଟକଣାରେ ପୂଜା ପାଉଛନ୍ତି ଗଜଲକ୍ଷ୍ମୀ
author img

By

Published : Oct 31, 2020, 10:25 PM IST

ଜଗତସିଂହପୁର : ଆଜି ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ କୁମାର ପୂର୍ଣ୍ଣିମା ଉତ୍ସବ ସହ ମା ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହେଉଛି। କୋଭିଡ କଟକଣା ମଧ୍ୟରେ ଜିଲ୍ଲାରେ ପୂଜା ପାଉଛନ୍ତି ମା ଧନଲକ୍ଷ୍ମୀ ।

ଜଗତସିଂହପୁର ଉପକଣ୍ଠ ନବାପାଟଣା ଗ୍ରାମରେ ପ୍ରସିଦ୍ଧ ଗଜଲଷ୍ମୀ ପୂଜା କରାଯାଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ପୂଜା ମଣ୍ଡପକୁ ସାମ୍ନା ପଟୁ ବନ୍ଦ ରଖିବାକୁ ପୂଜା କମିଟିକୁ ନିର୍ଦ୍ଦେଶ ଦିଆଯାଇଛି।

କୋଭିଡ କଟକଣାରେ ପୂଜା ପାଉଛନ୍ତି ଗଜଲକ୍ଷ୍ମୀ

ପୂଜା ମଣ୍ଡପରେ ମାଙ୍କୁ ଯେପରି କେହି ଦେଖି ନପାରିବେ ସେଥିପାଇଁ ବ୍ୟବସ୍ଥା କରିବାକୁ ପୋଲିସ ପକ୍ଷରୁ କର୍ମକର୍ତ୍ତାଙ୍କୁ କୁହାଯାଇଛି। ସହରର ବିଭିନ୍ନ ସ୍ଥାନରେ 30ରୁ ଅଧିକ ପୂଜା ମଣ୍ଡପରେ ନିରାଡ଼ମ୍ବର ଭାବରେ ପୂଜାର୍ଚ୍ଚନା କରାଯାଉଥିବା ଦେଖିବାକୁ ମିଳିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.