ETV Bharat / state

ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ - jagatsinghpur district news'

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଜଗତସିଂହପୁରରେ ପାଳିତ । ଅଧିକ ପଢନ୍ତୁ....

ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶ୍ରଦ୍ଧ ଉତ୍ସବ ପାଳିତ

author img

By

Published : Apr 21, 2021, 10:53 PM IST

ଜଗତସିଂହପୁର:ପୂର୍ବତନ ମୁଖ୍ୟମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ବିଶିଷ୍ଟ ସାହିତ୍ୟିକ ଜନନାୟକ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଜଗତସିଂହପୁର ଠାରେ ଜାନକୀବଲ୍ଲଭ ସ୍ମୃତି କମିଟି ପକ୍ଷରୁ ପାଳିତ ହୋଇଯାଇଛି।

ଜାନକୀବଲ୍ଲଭ ସ୍ମୃତି କମିଟି ସମ୍ପାଦକ ଶିକ୍ଷାବିତ ନିକୁଞ୍ଜ କିଶୋର ବେହେରାଙ୍କ ସଭାପତିତ୍ବ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ,ନଗର କଂଗ୍ରେସ କାର୍ଯ୍ଯକାରୀ ସଭାପତି ପ୍ରଦିପ୍ତ କୁମାର ସାହୁ,ବିଶିଷ୍ଠ କଂଗ୍ରେସ ନେତା ପ୍ରସନ୍ନ କୁମାର ସାମନ୍ତରାୟ, ଜିଲ୍ଲା ସେବାଦଳ ସଭାପତି ଡକ୍ଟର ଜଗଦାନନ୍ଦ ବେହେରା, ଛାତ୍ରନେତା କୃଷ୍ଣଚନ୍ଦ୍ର ପ୍ରଧାନ,ପ୍ରବୀର କୁମାର ପରିଜା,ଲିପୁ ମହାନ୍ତି, ସୌଭାଗ୍ଯ ରଞ୍ଜନ ବିଶ୍ବାଳ,ମହେଶ୍ବର ବିଶ୍ବାଳ,ଅଞ୍ଜନ ମହାନ୍ତି,ରମେଶ ବିଶ୍ବାଳ,ସୁବାସ ଚାନ୍ଦ,ଜିତେନ୍ଦ୍ର କୁମାର ବେହେରା,ସୁଭମ୍ ମହାନ୍ତି, ଇଂ ମାଧବାନନ୍ଦ ଗୋଛାୟତ ପ୍ରମୁଖ ଉପସ୍ଥିତ ରହି ଜନନାୟକ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.