ETV Bharat / state

ପୂର୍ବ ଶତ୍ରୁତାରୁ ଫୁଟିଲା ଗୁଳି, ଜଣେ ଗୁରୁତର

author img

By

Published : Jan 3, 2020, 11:52 PM IST

Updated : Jan 4, 2020, 12:51 AM IST

ବାଲିକୁଦା ଥାନା ଅନ୍ତର୍ଗତ ଅଳାଭର ଛକ ନିକଟରେ ଗୁଳିକାଣ୍ଡ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ ହୋଇଥିବା ସୂଚନା।

jagatsinghpur firing
ଜଗତସିଂହପୁର ଅଳାଭରରେ ଫୁଟିଲା ଗୁଳି, ଜଣେ ଗୁରୁତର ଆହତ

ଜଗତସିଂହପୁର: ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ ଅଳାଭର ଛକ ନିକଟରେ ଗୁଳିକାଣ୍ଡ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ ହୋଇଥିବା ସୂଚନା। ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ଥିବାବେଳେ ଶୁକ୍ରବାର ରାତି 10.30ରେ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ଉପରେ ଗୁଳିମାଡ କରିଥିଲା।

ଗୁଳିମାଡରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ଜଙ୍ଘରେ ଗୁଳି ବାଜିଥିବାବେଳେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ସ୍କିପ୍ଟି ଯାଇଛିBody:Breaking Conclusion:Breaking
Last Updated : Jan 4, 2020, 12:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.