ETV Bharat / state

ପାରାଦ୍ବୀପରେ ଅବକାରୀ ବିଭାଗର ଚଢାଉ, 2 ମଦ ବେପାରୀ ଗିରଫ

ପାରାଦ୍ବୀପରେ ଅବକାରୀ ବିଭାଗର ଚଢାଉ । ଏଥିରେ 2 ଚୋରା ମଦ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗଞ୍ଜେଇ ଓ ଚୋରାମଦ ଜବତ ହୋଇଛି ।

author img

By

Published : Aug 27, 2019, 10:52 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଜଗତସିଂହପୁର: ପାରାଦ୍ବୀପରେ ଅବକାରୀ ବିଭାଗର ଚଢାଉ । ଏଥିରେ 2 ଚୋରା ମଦ ବେପାରୀଙ୍କୁ ଗିରଫ କରିଛି ବିଭାଗ । ଗିରଫ ବେପାରୀ ହେଲେ ପାରାଦ୍ବୀପ ମିନିଡିହି ଅଞ୍ଚଳର ସୁଶାନ୍ତ ରାଉତ ଓ ନୂଆଗଡର ଅକ୍ଷୟ ବେହେରା । ସେମାନଙ୍କ ନିକଟରୁ ଗଞ୍ଜେଇ ଓ ଚୋରାମଦ ଜବତ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଦୀର୍ଘଦିନ ଧରି ସ୍ଥାନୀୟ ଅଞ୍ଚଳରେ ଏମାନେ ଚୋରାମଦ, ଗଞ୍ଜେଇ ଓ ବ୍ରାଉନସୁଗାର ଆଦି ବେପାର କରୁଥିଲେ । କୌଣସି ସୂତ୍ରରୁ ଖବର ପାଇଁ ଅବକାରୀ ବିଭାଗ ଅତର୍କିତ ଚଢାଉ କରିଥିଲା ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲା ପାରାଦୀପ ଠାରେ ଅବକାରୀ ବିଭାଗ ପଖ୍ୟରୁ ଚଢାଉକରି ୨ ଜଣ ଚୋରାମଦ ବେପାରୀଙ୍କୁ ଗିରଫ କରିଛି। ସେମାନେ ଦିର୍ଘଦିନ ଧରି ସ୍ତାନିୟ ଅଚଂଳରେ ଚୋରାମଦ, ଗଞେଇ, ଓ ବ୍ରଉନ ସୁଗାର୍ ବେପାର କରୁଥିଲେ।କୌଣସି ସୁତ୍ରରୁ ଖବରପାଇ ଅବକାରୀ ବିଭାଗର ଅଧିକାରୀ ମାନେ ଅତର୍କିତ ଚଢାଉ କରି ସେମାନଙ୍କୁ ଧରିବା ସହ ଗଞେଇ ଓ ଚୋରାମଦ ଜବତ କରିଛି।Body:ଜଗତସିଂହପୁରConclusion:ଜଗତସିଂହପୁର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.