ETV Bharat / state

ମଦ୍ୟପଙ୍କ ଉନ୍ମତ୍ତ କାଣ୍ଡ, ମଦ ବୋତଲ ଭାଙ୍ଗି ଆକ୍ରମଣ - ଜଗତସିଂହପୁର ଖବର

ମଦ୍ୟପଙ୍କ ଉନ୍ମତ୍ତକାଣ୍ଡ, ମଦ ବୋତଲ ଭାଙ୍ଗି ଆକ୍ରମଣ । ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ମାର୍କଣ୍ଡପୁର ବଡବଗ ନିକଟରେ ମଦ ବୋତଲ ଭାଙ୍ଗି ଆକ୍ରମଣରେ ଜଣେ ଗୁରୁତର। ଅଧିକ ପଢନ୍ତୁ...

drunker attack one man injured in jagatsinghpur
ମଦ୍ୟପଙ୍କ ଉନ୍ମତ୍ତକାଣ୍ଡ, ମଦ ବୋତଲ ଭାଙ୍ଗି ଆକ୍ରମଣ
author img

By

Published : Mar 31, 2021, 7:23 AM IST

ଜଗତସିଂହପୁର: ମଦ୍ୟପଙ୍କ ଉନ୍ମତ୍ତ କାଣ୍ଡ, ମଦ ବୋତଲ ଭାଙ୍ଗି ଆକ୍ରମଣ । ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ମାର୍କଣ୍ଡପୁର ବଡବଗ ନିକଟରେ ମଦ ବୋତଲ ଭାଙ୍ଗି ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଜଗତସିଂହପୁର ମେଡ଼ିକାଲରେ ଭର୍ତି କରାଯାଇଛି।

ମଦ୍ୟପଙ୍କ ଉନ୍ମତ୍ତକାଣ୍ଡ, ମଦ ବୋତଲ ଭାଙ୍ଗି ଆକ୍ରମଣ

ପୋଲିସ ସୂଚନା ଆନୁଯାୟୀ ମାର୍କଣ୍ଡପୁର ଗ୍ରାମର ପ୍ରତାପ ସାହୁ ନାମକ ଜଣେ ଯୁବକ ମଦ୍ୟପାନ କରି ସେହି ଗ୍ରାମର ମଞ୍ଜୁଲତା ସାହୁ ନାମଙ୍କ ଜଣେ ମହିଳାଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ସହ ଗାଳି ଗୁଳଜ କରିଥିଲା। ଏହାକୁ ମହିଳା ଜଣକ ବିରୋଧ କରିବାରୁ ଦୁର୍ବୃର୍ତ୍ତ ଜଣଙ୍କ ମହିଳାଙ୍କୁ ଆକ୍ରମଣ କରିଥିଲା। ସେଠାରେ ମହିଳାଙ୍କ ପୁଅ ସୁବ୍ରତ ପହଞ୍ଚି ଦୁର୍ବୃର୍ତ୍ତ ଜଣଙ୍କୁ ଧରିବାକୁ ଚେଷ୍ଟା କରିବାରୁ ସେ ଏ ଥିରେ ଉତକ୍ଷିପ୍ତ ହୋଇଥିଲେ । ଏହାପରେ ହାତରେ ଧରିଥିବା ମଦ ବୋତଲକୁ ଭାଙ୍ଗି ମହିଳାଙ୍କ ପୁଅ ସୁବ୍ରତର ବେକ ଓ ଛାତିରେ ଆଘାତ କରିଥିଲେ। ଆକ୍ରମଣରେ ମୁର୍ମୁଷୁ ଅବସ୍ଥାରେ ଗୁରୁତରଙ୍କୁ ପ୍ରଥମେ ଜଗତସିଂହପୁର ପରେ କଟକ ସ୍ଥାନାନ୍ତର କରାଯାଇଛି। ପୋଲିସ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.