ETV Bharat / state

JSW ପ୍ରକଳ୍ପ ସ୍ଥାନରେ ନୂଆ ସମୀକରଣ: ଢିଙ୍କିଆବାସୀଙ୍କ ବିରୋଧ, ସମର୍ଥନରେ ଗୋବିନ୍ଦପୁର - ଜିନ୍ଦଲ ପ୍ରକଳ୍ପକୁ ଢିଙ୍କିଆବାସୀଙ୍କ ବିରୋଧ

JSW ପ୍ରକଳ୍ପକୁ ବିରୋଧ କରି ଢ଼ିଙ୍କିଆ-ପାଟଣା ରାସ୍ତାକୁ କାଟିବା ସହିତ ମଝି ରାସ୍ତାରେ ବିରାଟ ବିରାଟ କାଠ ଗଣ୍ଡି ପକାଇ ସଂପୂର୍ଣ୍ଣ ରାସ୍ତା ଅବରୋଧ କରିଛନ୍ତି ଢିଙ୍କିଆ ଗ୍ରାମବାସୀ l ଅଧିକ ପଢନ୍ତୁ

dhinkia villagers opposed jsw project blocking road
JSWକୁ ପ୍ରକଳ୍ପ ସ୍ଥାନରେ ନୂଆ ସମୀକରଣ: ଢିଙ୍କିଆବାସୀଙ୍କ ବିରୋଧ, ସମର୍ଥନରେ ଗୋବିନ୍ଦପୁର
author img

By

Published : Dec 25, 2021, 12:01 AM IST

ଢ଼ିଙ୍କିଆ(ଜଗତସିଂହପୁର): ଏଠାରେ ପ୍ରସ୍ତାବିତ JSW ପ୍ରକଳ୍ପକୁ ଜାରି ରହିଛି ବିରୋଧ । ଗ୍ରାମକୁ ପ୍ରବେଶ କରିବାକୁ ଥିବା ମୁଖ୍ୟ ରାସ୍ତା କାଟିଲେ ଢ଼ିଙ୍କିଆ ଗ୍ରାମର ଆନ୍ଦୋଳନକାରୀ ଶତାଧିକ ମହିଳା ଓ ପୁରୁଷ l ଢ଼ିଙ୍କିଆ-ପାଟଣା ରାସ୍ତାକୁ କାଟିବା ସହିତ ମଝି ରାସ୍ତାରେ ବିରାଟ ବିରାଟ କାଠ ଗଣ୍ଡି ପକାଇ ସଂପୂର୍ଣ୍ଣ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ l

JSW ପ୍ରକଳ୍ପ ସ୍ଥାନରେ ନୂଆ ସମୀକରଣ: ଢିଙ୍କିଆବାସୀଙ୍କ ବିରୋଧ, ସମର୍ଥନରେ ଗୋବିନ୍ଦପୁର

ଅନ୍ୟପଟେ ଆଜି(ଶୁକ୍ରବାର) ଗୋବିନ୍ଦପୁର ଗ୍ରାମବାସୀ ବିଭିନ୍ନ ସମସ୍ୟା ନେଇ ପାରାଦୀପ ସର୍କିଟ୍‌ ହାଉସ୍‌ରେ SP ଅଖିଳେଶ୍ବର ସିଂଙ୍କ ସହ ଆଲୋଚନା କରିଥିଲେ । ଗ୍ରାମବାସୀ ମାନଙ୍କର ବିଭିନ୍ନ ଦାବି ନେଇ ହୋଇଥିବା ଆଲୋଚନା ସଫଳ ହୋଇଥିବା କହିଛନ୍ତି SP ।

ଏଥିସହ ଆଗାମୀ ଦିନରେ ସ୍ଥାନୀୟ ଜନସାଧାରଣଙ୍କ ସହିତ ଆଲୋଚନା କରାଯାଇ ବିଭିନ୍ନ ସମସ୍ୟାର ସମାଧାନ ହେବ ବୋଲି SP ପ୍ରତିଶୃତି ଦେଇଛନ୍ତି l

ଏହାମଧ୍ୟ ପଢନ୍ତୁ: ଜଗତସିଂହପୁରରେ ଲାଗିଲା ନୂଆବର୍ଷ କଟକଣା: ଡିସେମ୍ବର ୩୧ରୁ ଜାନୁୟାରୀ ୨ ପର୍ଯ୍ୟନ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.