ETV Bharat / state

ଜଗତସିଂହପୁରରେ ପୁଣି 26 କୋରୋନା ପଜିଟିଭ୍, ଏସଆଇ ଆକ୍ରାନ୍ତ - ଜଗତସିଂହପୁର

ଜିଲ୍ଲାରେ ମଙ୍ଗଳବାର ପୁଣି 26 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଗତସିଂହପୁର ସଦର ଥାନାରେ କାର୍ଯ୍ୟରତ ଏସଆଇଙ୍କୁ କୋରୋନା ପଜିଟିଭ ଥିବା କୁହାଯାଉଛି ।

corona update in jagatsinghpur
ତସିଂହପୁରରେ ପୁଣି 26 କୋରୋନା ପଜିଟିଭ୍
author img

By

Published : Aug 18, 2020, 10:26 PM IST

ଜଗତସିଂହପୁର: ଜିଲ୍ଲାରେ ମଙ୍ଗଳବାର ପୁଣି 26 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ନାଉଗାଁରୁ 9, କୁଜଙ୍ଗରୁ 5, ଜଗତସିଂହପୁର ସହରରୁ1, ରଘୁନାଥପୁରରୁ 4, ତିର୍ତ୍ତୋଲରୁ 5 ଓ ପାରାଦୀପରୁ ଜଣେ ଚିହ୍ନଟ କରାଯାଇଛି ।

ସେମାନଙ୍କ ମଧ୍ୟରୁ ଜଗତସିଂହପୁର ସଦର ଥାନାରେ କାର୍ଯ୍ୟରତ ଏସଆଇଙ୍କୁ କୋରୋନା ପଜିଟିଭ ଥିବା କୁହାଯାଉଛି । ଏହାକୁ ନେଇ ଜଗତସିଂହପୁର ସଦର ଥାନାରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ଆଣ୍ଟିଜେନ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1107କୁ ବୃଦ୍ଧି ପାଇଛି ।

corona update in jagatsinghpur
ତସିଂହପୁରରେ ପୁଣି 26 କୋରୋନା ପଜିଟିଭ୍

ସେମାନଙ୍କ ମଧ୍ୟରୁ 848 ଜଣ ସୁସ୍ଥ ହୋଇ ଫେରିଥିବାବେଳେ ସେମାନଙ୍କ ମଧ୍ୟରୁ ସକ୍ରିୟ ଆକ୍ରାନ୍ତ ଭାବେ 257 ଜଣ ଏବେ ସୁଦ୍ଧା ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଜିଲାରେ କୋରୋନା ମୃତ୍ୟୁ ସଂଖ୍ୟା 2ରେ ସ୍ଥିର ରହିଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.