ETV Bharat / state

ଦୁର୍ନୀତିରେ ଅଣନିଶ୍ବାସୀ, ସରପଞ୍ଚଙ୍କ ବିରୋଧରେ ଆଣିଲେ ଅନାସ୍ଥା ପ୍ରସ୍ତାବ

ରାଜ୍ୟରେ ବିଭିନ୍ନ ପଞ୍ଚାୟତରେ ଚାଲିଛି ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି । ସରପଞ୍ଚ ଲୋକଙ୍କ ଉନ୍ନୟନମୂଳକ କାମ କରିବା ବଦଳରେ ନିଜ ଉନ୍ନତିରେ ଲାଗିଛନ୍ତି । ପରିଣାମସ୍ବରୂପ ସରପଞ୍ଚଙ୍କ ବିରୋଧରେ ଆସିଛି ଅନାସ୍ଥା ପ୍ରସ୍ତାବ ।

author img

By

Published : Sep 18, 2019, 2:04 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂପୁର

ଜଗତସିଂପୁର: ମୁଖ୍ୟମନ୍ତ୍ରୀ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବା ପରେ ଶାସନ ବ୍ୟବସ୍ଥାକୁ ଅଧିକ ସରଳ ଓ ପ୍ରଭାବଶାଳୀ କରିବାକୁ 5-ଟି ମନ୍ତ୍ର ଦେଇଛନ୍ତି । ହେଲେ ସାରା ରାଜ୍ୟରେ ସରକାରଙ୍କ ନାକ ତଳେ ଚାଲିଛି ଦୁର୍ନୀତି । ସ୍ଥାନୀୟ ବିରିଡି ବ୍ଲକ ଅନ୍ତର୍ଗତ ବରେଡିଆ ପଞ୍ଚାୟତରେ ବ୍ୟାପକ ଆର୍ଥିକ ଘୋଟାଲା ହୋଇଥିବା ଖୋଦ ପଞ୍ଚାୟତର ବିଭିନ୍ନ ଗ୍ରାମ୍ୟ ୱାର୍ଡମେମ୍ବର ଗୁରୁତର ଅଭିଯୋଗ ଆଣିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂପୁର

ସୋମବାର ବରେଡିଆ ପଞ୍ଚାୟତର ସରପଞ୍ଚ ରେଣୁବାଳା ପାଳଙ୍କ ବିରୋଧରେ 15ଜଣ ୱାର୍ଡ ସଭ୍ୟଙ୍କ ମଧ୍ୟରୁ 13 ଜଣ ଆର୍ଥିକ ଦୁର୍ନୀତି ଅଭିଯୋଗ ଆଣି ଉପ-ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅନାସ୍ଥା ପ୍ରସ୍ତାବ ପାଇଁ ଦାବି କରିଛନ୍ତି । ଅଭିଯୋଗ ଅନୁଯାୟୀ ବରେଡିଆ ସରପଞ୍ଚ ରେଣୁବାଳା ପାଳ ପଞ୍ଚାୟତରେ କୌଣସି ଉନ୍ନୟନମୂଳକ କାର୍ଯ୍ୟକ୍ରମ ହାତକୁ ନେଇ ନାହାନ୍ତି । କିନ୍ତୁ ବିଭିନ୍ନ ଯୋଜନା ମାଧ୍ୟମରେ ପଞ୍ଚାୟତକୁ ଆସୁଥିବା ଅର୍ଥ ଚଞ୍ଚକତା କରି ହଡପ କରୁଥିବା ୱାର୍ଡ ସଭ୍ୟମାନେ ଅଭିଯୋଗ କରିଛନ୍ତି ।

ଯେକୌଣସି କାର୍ଯ୍ୟକ୍ରମ କରାଯିବା ସମୟରେ ୱାର୍ଡ ସଭ୍ୟମାନଙ୍କ ଅଜାଣତରେ ଏକଚାଟିଆ କାର୍ଯ୍ୟ କରୁଥିବା 13 ଜଣ ୱାର୍ଡ ସଭ୍ୟ ଉପ-ଜିଲାପାଳ ମହେନ୍ଦ୍ର ନାଥ ମହାନ୍ତିଙ୍କ ପାଖରେ ଅଭିଯୋଗ କରିଛନ୍ତି । ଏହାସହ ତୁରନ୍ତ ଅନାସ୍ଥା ପ୍ରସ୍ତାବ ପାଇଁ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି ।

ଜଗତସିଂପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ ଅନ୍ତର୍ଗତ ବରେଡ଼ିଆ ପଞ୍ଚାୟତ ରେ ଆର୍ଥିକ ଅନିୟମିତତା ଅଭିଯୋଗ ହୋଇଛି। ଏ ନେଇ ଆଜି ପଂଚାୟତ ର 15 ଜଣ ୱାଡ଼ ମଧ୍ୟରୁ13 ଜଣ ସଭ୍ୟ ଉପଜିଲ୍ଲାପାଳ ଙ୍କୁ ଭେଟି ସରପଞ୍ଚ ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଦାବୀ କରିଛନ୍ତି। ସେମାନଙ୍କ କହିବା ଅନୁସାରେ ବରେଡ଼ିଆ ସରପଞ୍ଚ ରେଣୁବାଲା ପାଳ ପଞ୍ଚାୟତ ରେ କୌଣସି ଉର୍ଣ୍ଣୟନ କାର୍ଯ୍ୟକ୍ରମ ହାତକୁ ନେଇ ନାହାନ୍ତି।ବିଭିନ୍ନ ସ୍କିମ ରେ ପଞ୍ଚାୟତ କୁ ଆସୁଥିବା ଅର୍ଥ ଚଞ୍ଚକତା କରି ହଡପ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। କୌଣସି କାର୍ଯ୍ୟକ୍ରମ କରାଯିବା ସମୟ ରେ ୱାଡ଼ସଭ୍ୟ ମାନଙ୍କୁ ଅନ୍ଧାର ରେ ରଖି ଏକଚାଟିଆ କାର୍ଯ୍ୟ କରୁଥିବା 13 ଜଣ ୱାଡ଼ ସଭ୍ୟ ଉପଜିଲାପାଳ ମହେନ୍ଦ୍ର ନାଥ ମହାନ୍ତି ଙ୍କ ପାଖରେ ଅଭିଯୋଗ କରିଛନ୍ତି। ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ଉପଜିଲ୍ଲାପାଳ ଙ୍କ ନିକଟରେ ଦାବୀ କରିଛନ୍ତି।

Body:Report _Susanna Kumar patra
format avo_byt
byt_word members _baredia Panchayat_beridee
byt_1
byt_2
byt_3

Conclusion:jagatsinghpur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.