ETV Bharat / state

ବୟନଶିଳ୍ପ ଗ୍ରାମକୁ ଜିଲ୍ଲାପାଳଙ୍କ ଅଚାନକ ଗସ୍ତ

author img

By

Published : Aug 1, 2019, 4:34 AM IST

ବୁଧବାର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ଜୟପୁରଠାରେ ଥିବା ବୟନଶିଳ୍ପ ଗ୍ରାମକୁ ଅଚାନକ ଗସ୍ତ କରିଛନ୍ତି ।

ଫଟୋ ସୌଜନ୍ୟ:ପ୍ରତିନିଧି, ଜଗତସିଂହପୁର

ଜଗତସିଂହପୁର: ଜିଲ୍ଲାପାଳଙ୍କ ଅଚାନକ ଗସ୍ତ । ବୁଧବାର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ଜୟପୁରଠାରେ ଥିବା ବୟନଶିଳ୍ପ ଗ୍ରାମକୁ ଅଚାନକ ଗସ୍ତ କରିଥିଲେ ।

ସେ ପ୍ରଥମେ ବାତ୍ୟା ଫନିରେ ଭାଙ୍ଗିଯାଇଥିବା କେତେକ ଘରକୁ କାହିଁକି ମରାମତି କରାଯାଇନାହିଁ ବୋଲି ପ୍ରଶ୍ନ କରିବା ସହ 24 ଘଣ୍ଟା ମଧ୍ୟରେ ତୁରନ୍ତ ମରାମତି କରିବାପାଇଁ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେ ବୟନଶିଳ୍ପର ପ୍ରଚାର ପ୍ରସାର କରିବା ଦିଗରେ ମଧ୍ୟ ଆଲୋଚନା କରିଥିଲେ ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଜଗତସିଂହପୁର

ଏହାସହ ସେ ପାରାଦ୍ବୀପ, ମାଆ ଶାରଳାଙ୍କ ମନ୍ଦିର ଓ ଜଗତସିଂହପୁର ଠାରେ ବିକ୍ରୟକେନ୍ଦ୍ର ସ୍ଥାପନ କରିବା ଓ ଜଗତସିଂହପୁରଠାରୁ ଜୟପୁର ପର୍ଯ୍ୟନ୍ତ ଉଜ୍ଜଳ ଆଲୋକ ବ୍ୟବସ୍ଥା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.