ETV Bharat / state

ଗୁରୁତର କୋରୋନା ରୋଗୀଙ୍କୁ ପ୍ଲାଜମା ଦେଇଥିବା 4 ଜଣଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

author img

By

Published : Sep 20, 2020, 9:16 PM IST

ପ୍ଲାଜମା ଦାନ କରି ଗୁରୁତର କୋରୋନା ରୋଗୀଙ୍କ ଜୀବନ ବଞ୍ଚାଇଥିବା ୪ କୋରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ।

Collector Jagatsinghpur felicitated four recovered patients who donated plasma at SCBMCH
ଗୁରୁତର କୋରୋନା ରୋଗୀଙ୍କୁ ପ୍ଲାଜମା ଦାନ ପାଇଁ ଜିଲ୍ଲାପାଳଙ୍କ ନିବେଦନ

ଜଗତସିଂହପୁର: ପ୍ଲାଜମା ଦାନ କରି ଗୁରୁତର କୋରୋନା ରୋଗୀଙ୍କ ଜୀବନ ବଞ୍ଚାଇଥିବା ୪ କୋରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ।

ଏଥିସହିତ କୋରୋନାରୁ ଆରୋଗ୍ୟ ଲାଭ କରିଥିବା ସମସ୍ତ ବିଜୟୀଙ୍କୁ ପ୍ଲାଜମା ଦାନ କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି।

ଜିଲ୍ଲାରେ ଗୁରୁତର ରୋଗୀଙ୍କୁ ପ୍ଲାଜମା ଥେରାପି ଦ୍ବାରା ଚିକିତ୍ସା କରାଯାଉଛି । ଏଯାବତ ସୁସ୍ଥ ହୋଇଥିବା ୧୨ ଜଣ କୋରୋନା ସଂକ୍ରମିତ ସ୍ବଇଚ୍ଛାରେ ପ୍ଲାଜମା ଦାନ କରିଛନ୍ତି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ଲାଜମା ଦାନ କରୁଥିବା ବ୍ୟକ୍ତିଙ୍କୁ କଟକ ଯିବା ଆସିବା ଖର୍ଚ୍ଚ ବହନ କରାଯିବା ସହ ଏକ ସାଟିଫିକେଟ୍ ପ୍ରଦାନ କରାଯାଉଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.