ETV Bharat / state

ପାରାଦ୍ଵୀପରେ ଆମୋନିଆ ଗ୍ୟାସ ଲିକ, 3 ଜଣ ଗୁରୁତର - ପାରାଦ୍ବୀପ ଗ୍ୟାସ ଲିଖ ଖବର

ପାରାଦ୍ବୀପ ଚିଙ୍ଗୁଡି ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ଲିକ । 3 ଜଣ ଗୁରୁତର ଥିବା ଜଣାପଡିଛି । ଅଧିକ ପଢନ୍ତୁ...

ammonium gas leak in prawn factory of paradip 3 women injured
ପାରାଦ୍ଵୀପରେ ଆମୋନିୟମ ଗ୍ୟାସ ଲିକ, ୩ ଜଣ ମହିଳା ଗୁରୁତର
author img

By

Published : May 23, 2021, 3:48 PM IST

Updated : May 23, 2021, 4:40 PM IST

ପାରାଦ୍ଵୀପ: ପାରାଦ୍ଵୀପ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରୁ ଆମୋନିୟମ ଗ୍ୟାସ ଲିକ, ୩ ଜଣ ଗୁରୁତର। ଏହି ଘଟଣାରେ ମୋଟ 13 ଜଣ ପ୍ରଭାବିତ ହୋଇଥିବାବେଳ 10 ଜଣଙ୍କୁ ପାରାଦ୍ବୀପ ମେଡିକାଲରେ ଭର୍ତ୍ତି କରାଯାଇଥିବବେଳେ ଗୁରୁତର 3 ଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତିନ ଗୁରୁତରଙ୍କ ମଧ୍ୟରେ ଜଣେ ଶିଶୁ ରହିଛନ୍ତି ।

ପାରାଦ୍ଵୀପରେ ଆମୋନିଆ ଗ୍ୟାସ ଲିକ, 3 ଜଣ ଗୁରୁତର

ସୂଚନା ଅନୁଯାୟୀ ପାରାଦ୍ଵୀପ ଗଡ଼ ଇଣ୍ଡଷ୍ଟ୍ରିଆଲ ଏରିଆରେ ଥିବା ଲକ୍ଷ୍ମୀନାରାୟଣ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଥିବା ଆମୋନିଆ ଟ୍ୟାଙ୍କରର ଏକ ଭଲବରୁ ଆମୋନିଆ ଲିକ୍ ହୋଇଥିଲା। ଏହି ଘଟଣାରେ ମୋଟ 13 ଜଣ ଆମୋନିଆ ଗ୍ୟାସ ପ୍ରଭାବରେ ଆସିଥିଲେ । ସେଠାରେ କାମ କରୁଥିବା 2 ଜଣ ମହିଳା ଜଣେ ଶିଶୁ ଏହି ଗ୍ୟାସର ପ୍ରଭାବରେ ଚେତାଶୂନ୍ୟ ହୋଇ ପଡିଥିଲେ । ଗୁରୁତରଙ୍କୁ ତୁରନ୍ତ କଟକ ସ୍ଥିତ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେହିପରି 10 ଜଣ ଆହତଙ୍କୁ ପାରାଦ୍ବୀପ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଲକ ଥାନା ପୋଲିସ ଓ ଏକ ଟେକ୍ନିକାଲ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ସଙ୍ଗେ ସଙ୍ଗେ ଚିଙ୍ଗୁଡି ଫ୍ୟାକ୍ଟ୍ରିର ଭଲବକୁ ବଦଳାଇ ଦିଆଯାଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : May 23, 2021, 4:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.