ETV Bharat / state

କମୁନି କୋରୋନା ସଂକ୍ରମଣ, ଆଜି ପୁଣି 79 ଚିହ୍ନଟ - 79 new corona identify

ଦେଶ ଓ ରାଜ୍ୟରେ କୋରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଜଗତସିଂହପୁର ଜିଲାରେ ସଂକ୍ରମଣ ବଢ଼ୁଥିବାର ଦେଖାଯାଉଛି । ଆଜି (ରବିବାର) ଜିଲ୍ଲାରେ 79 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

କାମୁନି କୋରୋନା ସଂକ୍ରମଣ, ଆଜି ପୁଣି 79 ଚିହ୍ନଟ

author img

By

Published : Oct 25, 2020, 8:19 PM IST

ଜଗତସିଂହପୁର: ଜିଲ୍ଲାରେ କୋରୋନା ସଂକ୍ରମଣ କମିବାର ନାଁ ଧରୁନି । ଦେଶ ଓ ରାଜ୍ୟରେ କୋରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଜିଲ୍ଲା ରେ ସଂକ୍ରମଣ ବଢ଼ୁଥିବାର ଦେଖାଯାଉଛି । ଆଜି (ରବିବାର) ଜିଲ୍ଲାରେ 79 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବାଲିକୁଦାରୁ 7, ବିରିଡିରୁ 2, ଏରସମାରୁ 6, କୁଜଙ୍ଗରୁ 8, ନାଉଗାଁରୁ 5, ତିର୍ତ୍ତୋଲରୁ 25, ରଘୁନାଥପୁରରୁ 8, ଜଗତସିଂହପୁରରୁ 9, ଜଗତସିଂହପୁର ସହରରୁ 5, ଓ ପାରାଦୀପରୁ 4 ଜଣ ଚିହ୍ନଟ ହୋଇଛନ୍ତି ।

କାମୁନି କୋରୋନା ସଂକ୍ରମଣ, ଆଜି ପୁଣି 79 ଚିହ୍ନଟ

ଏହାକୁ ନେଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 6368 ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ 6368 ଜଣ ସୁସ୍ଥ ହୋଇ ସାରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସକ୍ରିୟ ଭାବେ 710 ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ତେବେ ଜିଲ୍ଲାରେ କୋରୋନାଜନିତ ମୃତ୍ୟୁ ସଂଖ୍ୟା 22 ରେ ସ୍ଥିର ରହିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.