ETV Bharat / state

କୋରୁଆ ଡକାୟତି ଘଟଣା: 4 ଅଭିଯୁକ୍ତ ଗିରଫ - ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ

କୋରୁଆ ଡକାୟତି ଘଟଣାରେ 4 ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର
author img

By

Published : Sep 11, 2019, 10:54 PM IST

ଜଗତସିଂହପୁର: ଜିଲ୍ଲାର ସଦର ଥାନା ଅଧିନସ୍ଥ କୋରୁଆ ଗ୍ରାମରେ ହୋଇଥିବା ଡକାୟତି ଘଟଣାରେ 4 ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ପୋଲିସ 2ଟି ପିସ୍ତଲ, 9ଟି ମୋବାଇଲ,ଗୋଟିଏ ଡିଭିଡି ପ୍ଲେୟାର, 2ଟି ନାକ ଫୁଲ, 4ଟି ସୁନା ମୁଦି, ଗୋଟିଏ ମଙ୍ଗଳସୁତ୍ର ଓ 2ଟି ମଟର ସାଇକେଲ ଜବତ କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏହି ସୂଚନା ଦେଇଛନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଗତ ସେପ୍ଟେମ୍ବର 5 ତାରିଖ ରାତିରେ ଆଳିପିଙ୍ଗଳ କୋରୁଆ ଗ୍ରାମରେ ଅବସରପ୍ରାପ୍ତ କର୍ମଚାରୀ ତ୍ରୈଲୋକ୍ୟ ମୋହନ ସାହୁଙ୍କ ଘରୁ ଡକାୟତି ହୋଇଥିଲା । ଡକାୟତ ଗୃହକର୍ତ୍ତାଙ୍କୁ ମାଡ ମାରିବା ସହ ନଗଦ ଟଙ୍କା ଓ ସୁନାଗହଣା ଲୁଟି ନେଇଥିଲେ । ଏହି ଘଟଣାପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି 4 ଅଭିଯୁକ୍ତଙ୍କୁ ଗିରଫ କରିଛି।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ସଦର ଥାନ ଅନ୍ତର୍ଗତ ଆଳିପିଙ୍ଗଳ କୋରୁଆ ଡକାୟତି ଘଟଣା ରେ 4 ଅଭିଯୁକ୍ତକୁ ପୋଲିସ ଆଜି ଗିରଫ କରିଥିବା ସୂଚନା ଦେଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି। ଗତ ସେପ୍ଟେମ୍ବର 5 ତାରିଖ ରାତିରେ ଅଲିପିଙ୍ଗଳ କୋରୁଆ ସ୍ଥିତ ଅବସର କର୍ମଚାରୀ ତ୍ର୍ୟଲୋକ୍ୟ ମୋହନ ସାହୁ ଙ୍କ ଘରେ ଡକାୟତି ହୋଇଥିଲା।ଡକାୟତ ମନେ ଗୃହ କର୍ତା ଙ୍କୁ ମାଡ ମାରିବା ସହ ନଗଦ ଟଙ୍କା ସୁନାଗହଣା ଲୁଟି ନେଇଥିଲେ। ଅଭିଯୋଗ ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି 4 ଅଭିଯୁକ୍ତ ଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ 2ଟି ପିସ୍ତଲ, 9 ଟି ମୋବାଇଲ ଫୋନ,1DVDପ୍ଲେୟର,2 ନକଫୁଲ,4 ଟି ସୁନା ମୁଦି,1 ମଙ୍ଗଳସୁତ୍ର,2 ଟି ମଟର ସାଇକେଲ ଜବତ କରିଛି।

Body:visual send by mojo

Conclusion:jagatsinghpur
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.