ETV Bharat / state

ଗାଁ ଦାଣ୍ଡରେ ଯୁବକଙ୍କୁ ନିସ୍ତୁକ ମାଡ, ଭିଡ଼ିଓ ଭାଇରାଲ... - ଗାଁ ଦାଣ୍ଡରେ ଯୁବକଙ୍କୁ ନିସ୍ତୁକ ମାଡ

ଗାଁ ଦାଣ୍ଡରେ ଜଣେ ଯୁବକଙ୍କ ଗୋଡ ଓ ହାତ ବାନ୍ଧି ମାଡ଼ ମାରିବାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଅଞ୍ଚଳରେ । ଅଧିକ ପଢନ୍ତୁ...

ଗାଁ ଦାଣ୍ଡରେ ଯୁବକଙ୍କୁ ନିସ୍ତୁକ ମାଡ, ଭିଡ଼ିଓ ଭାଇରାଲ...

author img

By

Published : Jun 18, 2020, 8:01 AM IST

ବ୍ରହ୍ମପୁର: ଗାଁ ଦାଣ୍ଡରେ ଜଣେ ଯୁବକଙ୍କ ଗୋଡ ଓ ହାତ ବାନ୍ଧି ମାଡ଼ ମାରିବାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଅଞ୍ଚଳରେ ।

ଗାଁ ଦାଣ୍ଡରେ ଯୁବକଙ୍କୁ ନିସ୍ତୁକ ମାଡ, ଭିଡ଼ିଓ ଭାଇରାଲ...

ଭିଡିଓରେ ଗ୍ରାମବାସୀଙ୍କ ଉପସ୍ଥିତିରେ ଜଣେ ଯୁବକଙ୍କୁ ଗଛରେ ବାନ୍ଧି କେତେକ ମାଡ଼ ମାରିଥିବା ବେଳେ ଏଥିରେ ମାଡ ଖାଇଥିବା ଯୁବକଙ୍କ ମୁହଁରୁ ରକ୍ତ ବାହାରୁଥିବା ଦେଖାଯାଇଛି । ଏପରିକି ଭାଇରାଲ ଭିଡିଓରେ ବିଭିନ୍ନ ପ୍ରଶ୍ନ କରାଯାଉଥିବା ଦେଖାଯାଇଛି ।

ସୂଚନା ଅନୁସାରେ, ମାଡ ଖାଇଥିବା ଯୁବକ ଜଣକ ଗାଁର ଜଣଙ୍କ ଘରେ ପଶିବାକୁ ଚେଷ୍ଟାକରୁଥିଲେ । ହେଲେ ଗାଁ ଲୋକେ ପଚରା ଉଚରା କରିବାରୁ ସେ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ । ପରେ ଏଥିନେଇ ସନ୍ଦେହ ସୃଷ୍ଟି ହେବାରୁ ଗ୍ରାମବାସୀ ଯୁବକଜଣଙ୍କୁ ଗଛରେ ଦଉଡି ସାହାଯ୍ୟରେ ବାନ୍ଧି ମାଡ଼ ମାରିଥିଲେ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ହେଲେ ଏଭଳି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.