ETV Bharat / state

ମୃତ ପ୍ରବାସୀଙ୍କ ପରିବାରକୁ ଭେଟିଲେ ପ୍ରବାସୀ ଓଡ଼ିଆ ସଂଘର ପ୍ରତିନିଧି ଦଳ

author img

By

Published : Jun 13, 2020, 10:53 AM IST

ଲକ ଡାଉନରେ ପ୍ରବାସୀଙ୍କୁ ପୋଲିସ ମାଡ ମାରି ହତ୍ୟା କରିଥିବା ଘଟଣା । ମୃତକଙ୍କ ପରିବାରକୁ ଭେଟିଲେ ପ୍ରବାସୀ ଓଡ଼ିଆ ସଂଘର ପ୍ରତିନିଧି ଦଳ । ଅଧିକ ପଢନ୍ତୁ.....

The delegation of the Oriya Diaspora Association met the deceased migrant family
ମୃତ ପ୍ରବାସୀ ପରିବାରକୁ ଭେଟିଲେ ପ୍ରବାସୀ ଓଡ଼ିଆ ସଂଘର ପ୍ରତିନିଧି ଦଳ

ଭଞ୍ଜନଗର : ଲକ ଡାଉନରେ ପୋଲିସ ପିଟିପିଟି ମାରିଥିବା ମୃତ ସତ୍ୟବାନ ପରିବାରକୁ ଭେଟିଲେ ପ୍ରବାସୀ ଓଡ଼ିଆ ସଂଘର ପ୍ରତିନିଧି ଦଳ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବାରୁଡ଼ା ଗାଁର ସତ୍ୟବାନ ସ୍ବାଇଁଙ୍କ ପରିବାରକୁ ପ୍ରବାସୀ ଓଡ଼ିଆ ସଂଘର ସଭାପତିଙ୍କ ସହ 18 ଜଣିଆ ପ୍ରତିନିଧି ଦଳ ଭେଟିଛନ୍ତି ।

ଲକଡାଉନ ସମୟରେ ସୁରଟ ସହରରେ ସତ୍ୟବାନଙ୍କୁ ପୋଲିସ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଥିଲା । ହେଲେ ମୃତକଙ୍କ ପରିବାରକୁ ସରକାରୀ ସାହାଯ୍ୟ ମିଳି ନ ଥିବାବେଳେ ପ୍ରବାସୀ ଓଡ଼ିଆ ସଂଘ ପକ୍ଷରୁ 6 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଖୁବଶୀଘ୍ର, ମୃତକଙ୍କ ସ୍ତ୍ରୀଙ୍କୁ ଯୋଗ୍ୟତା ଅନୁସାରେ ଚାକିରୀ ଦେବାକୁ ପ୍ରବାସୀ ଓଡ଼ିଆ ସଂଘର ସଭାପତି ଦାବି କରିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.