ETV Bharat / state

ବ୍ରହ୍ମପୁର ଏସପିଙ୍କ ଏମକେସିଜି ମେଡିକାଲ ପରିଦର୍ଶନ - ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ

ରାଜ୍ୟ ସରକାରଙ୍କ 5ଟି ଓ ଏହାର ସଫଳ ରୂପାୟନକୁ ନେଇ ସବୁ ବିଭାଗରେ ଜୋର ଦିଆଯାଉଛି । ଏହିକ୍ରମରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଆରକ୍ଷୀ ଅଧୀକ୍ଷକ ପିନାକ୍‌ ମିଶ୍ର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Oct 12, 2019, 3:53 AM IST

ବ୍ରହ୍ମପୁର: ରାଜ୍ୟ ସରକାରଙ୍କ 'ମୋ ସରକାର' କାର୍ଯ୍ୟକ୍ରମକୁ ନେଇ ପ୍ରଶାସନ ପକ୍ଷରୁ ବେଶ ତତ୍ପରତା ଦେଖିବାକୁ ମିଳୁଛି । ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଆରକ୍ଷୀ ଅଧୀକ୍ଷକ ପିନାକ୍‌ ମିଶ୍ର । ରାଜ୍ୟ ସରକାରଙ୍କ 5ଟି ଓ ଏହାର ସଫଳ ରୂପାୟନକୁ ନେଇ ସବୁ ବିଭାଗରେ ଜୋର ଦିଆଯାଉଛି । ବିଭିନ୍ନ ବିଭାଗର ସଚିବଙ୍କ ସମେତ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ବିଭିନ୍ନ ଜିଲ୍ଲା ପରିକ୍ରମା କରୁଛନ୍ତି । ପ୍ରମୁଖ ମେଡିକାଲ ପରିଦର୍ଶନ କରି ସାଧାରଣ ଜନତାଙ୍କ ଠାରୁ ମତାମତ ସଂଗ୍ରହ କରାଯାଉଛି ।

ଏହି କ୍ରମରେ ବ୍ରହ୍ମପୁର ଏସପି ପିନାକ୍ ମିଶ୍ରଙ୍କ ଏମ୍.କେ.ସି.ଜି ର ବିଭିନ୍ନ ବିଭାଗ ବୁଲି ଦେଖିଥିଲେ । ଜରୁରିକାଳୀନ ଚିକିତ୍ସା ବ୍ୟବସ୍ଥା ଠାରୁ ଔଷଧ ବିତରଣ ପର୍ଯ୍ୟନ୍ତ ସବୁର ତଦାରଖ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ରୋଗୀ ଓ ସମ୍ପର୍କୀୟଙ୍କ ଠାରୁ ରୋଗୀସେବାରେ ସମସ୍ୟା ଓ ପ୍ରତିକାର ନେଇ ଆଲୋଚନା କରିଥିଲେ । ସରକାରଙ୍କ ପକ୍ଷରୁ ଡାକ୍ତରଖାନାକୁ ଦଲାଲ ମୁକ୍ତ କରିବା ପାଇଁ ଉଦ୍ୟମ ଜାରିରହିଛି । ବହୁ ସ୍ଥାନରେ ଗିରଫଦାରି ମଧ୍ୟ କରାଯାଉଥିବା ମଧ୍ୟ ସୂଚନା ଦେଇଥିଲେ ।

ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ରାଜ୍ୟ ସରକାରଙ୍କ ମୋ ସରକାର କାର୍ଯ୍ୟକ୍ରମକୁ ନେଇ ପ୍ରଶାସନ ପକ୍ଷରୁ ବେଶ ତତ୍ପରତା ଦେଖିବାକୁ ମିଳିଥିବା ବେଳେ ଏହି କ୍ରମରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର । ମୁଖ୍ୟତଃ 5ଟି ଓ ଏହାର ସଫଳ ରୂପାୟନକୁ ନେଇ ରାଜ୍ୟରେ ସମସ୍ତେ ସଜାଗ ହୋଇପଡିଥିବା ବେଳେ ଖୋଦ୍ ବିଭାଗର ସଚିବ ଙ୍କ ସମେତ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ବିଭିନ୍ନ ଜିଲ୍ଲା ପରିକ୍ରମା କରି ପ୍ରମୁଖ ମେଡିକାଲ ର ସ୍ଥିତି ଅନୁଧ୍ୟାନ କରି ସାଧାରଣ ଜନତା ଙ୍କ ଠାରୁ ମତାମତ ସଂଗ୍ରହ କରୁଥିବା ବେଳେ ବ୍ରହ୍ମପୁର ଏସ.ପି ପିନାକ୍ ମିଶ୍ର ଙ୍କ ସମେତ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ମାନେ ଅଚାନକ ଗ୍ରସ୍ତ କରି ଏମ୍ କେ ସି ଜି ର ବିଭିନ୍ନ ବିଭାଗ ବୁଲି ଦେଖିଥିଲେ। ମୁଖ୍ୟତଃ ଜରୁରୀ କାଳୀନ ଚିକିତ୍ସା ବ୍ୟବସ୍ଥା ଠାରୁ ଆରମ୍ଭ କରି ବିଭିନ୍ନ ପରିକ୍ରମା କରି ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଠାରୁ ରହିଥିବା ସମସ୍ୟା ଓ ଏହାର ପ୍ରତିକାର ନେଇ ସିଧାସଳଖ ଆଲୋଚନା କରିଥିଲେ। ସରକାର ଙ୍କ ପକ୍ଷରୁ ଡାକ୍ତରଖାନାକୁ ଦଲାଲ ମୁକ୍ତ କରିବା ପାଇଁ ଉଦ୍ୟମ ଜାରି ରହିଥିବା ବେଳେ ଇତିମଧ୍ୟରେ ବହୁ ସ୍ଥାନରେ କେତେକ ଇତିମଧ୍ୟରେ ଗିରଫ କରାଯାଇଛି।
Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.