ETV Bharat / state

ବର୍ଷା ଧୋଇନେଲା ବାଟ, ବେଲଗୁଣ୍ଠା-ବାଲିପଦର ଯୋଗାଯୋଗ ବିଛିନ୍ନ - ବର୍ଷା

ଗଞ୍ଜାମ ଜିଲ୍ଲାର ଚଢ଼େୟାପଲ୍ଲୀ ବୋଡା ନଦୀର ଡାଇଭର୍ସନ ରାସ୍ତା ବର୍ଷାରେ ଧୋଇଯାଇଛି । ପ୍ରଥମରୁ ବୋଡା ନଦୀ ପୋଲ କାମ ଚାଲୁଥିବା ବେଳେ ଡାଇଭର୍ସନ ରାସ୍ତାଟି ଧୋଇଯିବା ପରେ ବେଲଗୁଣ୍ଠା-ବାଲିପଦର ଯୋଗାଯୋଗ ବିଛିନ୍ନ ହୋଇଯାଇଛି।

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର
author img

By

Published : Aug 8, 2019, 1:48 PM IST

ଭଞ୍ଜନଗର: ଲଗାଣ ବର୍ଷାରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅନ୍ତର୍ଗତ ଚଢ଼େୟାପଲ୍ଲୀ ବୋଡା ନଦୀର ଡାଇଭର୍ସନ ରାସ୍ତା ଭାସିଯାଇଛି । ଯାହାଦ୍ବାରା ଯାତାୟାତ ସମ୍ପୁର୍ଣ୍ଣ ଠପ ହେବା ସହ ବେଲଗୁଣ୍ଠା ବାଲିପଦର ଯୋଗାଯୋଗ ବିଛିନ୍ନ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଚଳିତ ବର୍ଷ ବୋଡା ନଦୀର ପୁରୁଣା ବ୍ରିଜକୁ ଭଙ୍ଗାଯାଇ ନୂତନ ବ୍ରିଜ କାମ ଚାଲୁ ଥିବାରୁ ଉକ୍ତ ଡାଇଭର୍ସନ ରାସ୍ତା ଦେଇ ଲୋକେ ଚଳପ୍ରଚଳ କରିବା ସହିତ ଗାଡି ଚଳାଚଳ କରୁଥିଲେ । ଲଗାଣ ବର୍ଷାରେ ଗୁରୁବାର ସକାଳେ ପ୍ରବଳ ପାଣି ଆସିବାରୁ ଡାଇଭର୍ସନଟି ଭାସି ଯାଇଛି। ତେବେ ପୋଲ କାମ ଚାଲୁଥିବା ସହ ଡାଇଭର୍ସନ ରାସ୍ତାଟି ଭାଙ୍ଗି ଯିବା ପରେ ସାଧାରଣ ଜୀବନଯାତ୍ରା ବହୁମାତ୍ରାରେ ପ୍ରଭାବିତ ହୋଇଛି।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor- ଲଗାଣ ବର୍ଷରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅନ୍ତର୍ଗତ ଚଢ଼େୟାପଲ୍ଲୀ ବୋଡାନଦୀ ର ଡାଇବର୍ସନ ରୋଡ଼ ଭାସିଗଲା ଯଦ୍ୱାରା ଗାଡି ଚଳାଚଳ ଠପ ହୋଇଯାଇଛି ବେଲଗୁଣ୍ଠା ବାଲିପଦର ଯୋଗାଯୋଗ ବିଛିର୍ନ ହୋଇଯାଇଛି ଚଳିତ ବର୍ଷ ବୋଡା ନଦୀର ପୁରୁଣା ବ୍ରିଜ ଟିକୁ ଭଙ୍ଗାଯାଇ ନୂତନ ବ୍ରିଜ କାମ ଚାଲୁ ରହିଛି ଏହି ଡାଇବର୍ସନ ରେ ଲୋକମାନେ ଚଳ ପ୍ରଚଳ କରିବାସହିତ ଗାଡି ଚଳାଚଳ କରୁଥିଲା ଲଗାଣ ବର୍ଷରେ ଆଜି ସକାଳେ ପ୍ରବଳ ପାଣି ଆସିବାରୁ ଡାଇବର୍ସନ ଟି ଭାସି ଯାଇଛି Body:ଭଞ୍ଜନଗର ରୁ ରଞ୍ଜନ ସ୍ୱାଇଁ Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.