ETV Bharat / state

ବେଆଇନ ବାଣ କାରଖାନାରେ ଚଢାଉ, 70 ଲକ୍ଷର ବାଣ ଜବତ

ଆସିକା ଥାନା ଅଧୀନସ୍ଥ ନଳବଣ୍ଟା ଗ୍ରାମରେ ବେଆଇନ ଭାବେ ଚାଲିଥିବା ବାଣ କାରଖାନା ଉପରେ ପୋଲିସ ଓ ରାଜସ୍ବ ବିଭାଗ ଚଢାଉ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Sep 9, 2019, 10:47 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଥାନା ଅଧୀନସ୍ଥ ନଳବଣ୍ଟା ଗ୍ରାମରେ ବେଆଇନ ଭାବେ ଚାଲିଥିବା ବାଣ କାରଖାନା ଉପରେ ପୋଲିସ ଓ ରାଜସ୍ବ ବିଭାଗ ଚଢାଉ କରିଛି । ଚଢାଉରୁ ପ୍ରାୟ ସାତ ଗାଡି ବାଣ ସମେତ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଜବତ ବାଣର ଆନୁମାନିକ ମୂଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଏଥିରେ ସଂପୃକ୍ତ ତିନି ଜଣ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ଗତ କିଛି ବର୍ଷ ଧରି ଏଠାରେ ବିନା ଅନୁମତିରେ ବାଣ ପ୍ରସ୍ତୁତ ହେଉଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଗଞ୍ଜାମ ଜିଲ୍ଲାର ଅ।ସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମରେ ଚାଲିଥିବା ବେଅ।ଇନ ବାଣ କାରଖାନା ଉପରେ ପୋଲିସ ପକ୍ଷରୁ ଅଚାନକ ଚଢାଉ କରାଯାଇ ବହୁ ପରିମାଣରେ ଗଚ୍ଛିତ ରହିଥିବା ବହୁ ପରିମାଣର ବାଣକୁ ଜବତ କରାଯାଇଛି । ଗତ କିଛି ବର୍ଷ ଧରି ଏଠାରେ ବିନା ଅନୁମତିରେ ବାଣ ପ୍ରସ୍ତୁତ ହେଉଥିଲା ବେଳେ ଏହି ଚଢାଉ ସମୟରେ ପ୍ରାୟ ସାତ ଗାଡି ବାଣ ସମେତ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇ ଏଥିରେ ସଂପୃକ୍ତ ଥିବା ତିନି ଜଣ ବାଣ ବ୍ୟବସାୟୀ ଗିରଫ କରାଯାଇଛି । ଜବତ ବାଣର ଆନୁମାନିକ ମୂଲ୍ୟ ପ୍ରାୟ ପାଖାପାଖି ୭୦ ଲକ୍ଷ ଟଙ୍କାର ବେଅ।ଇନ ବାଣ ଜବତ ହୋଇଥିବା ସୂଚନା ମିଳିଛି । ତେବେ ଏହି ଚଢାଉ ରେ ଅ।ସିକା ରାଜସ୍ଵ ପ୍ରଶାସନ ମଧ୍ୟ ସାମିଲ ହୋଇଥିବା ବେଳେ ପୋଲିସର ଏଭଳି ଚଢାଉ ପରେ ଚୋରା ବାଣ ବ୍ୟବସାୟୀ ଙ୍କ ମହଲରେ କୋକୁଅ। ଭୟ ଦେଖାଯାଇଛି ।

Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...
ବି.ଦ୍ର-ଭିଜୁଆଲ ଏବଂ ବାଇଟ୍ କୁ ଭି.ଓ ଦେବା ସହିତ ଏଡିଟିଙ୍ଗ୍ କରି ପଠାଇଛି ।ଏହାକୁ ବ୍ୟବହାର କରିବାକୁ ଅନୁରୋଧ । Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.