ETV Bharat / state

ଗଞ୍ଜାମରେ ମଦ ବିକ୍ରିକୁ ବିରୋଧ, ପଞ୍ଚାୟତ ଅଫିସ ଘେରିଲେ ଶତାଧିକ ମହିଳା - protest

ଗଞ୍ଜାମରେ ମଦ ବିକ୍ରିକୁ ବିରୋଧ କରି ଶତାଧିକ ମହିଳା ଶୋଭାଯାତ୍ରାରେ ଯାଇ ପଞ୍ଚାୟତ ଅଫିସ ଘେରିଲେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଞ୍ଜାମ
author img

By

Published : Jul 6, 2019, 10:09 PM IST

ଗଞ୍ଜାମ: ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଜକର ଗାଁରେ ଗଲା କିଛି ବର୍ଷହେବ ମଦ ବିକ୍ରି ହେବାରେ ଲାଗିଛି । ଯଦ୍ବାରା ଯୁବପିଢ଼ି ପଥଭ୍ରଷ୍ଟ ହେବାସହ ଅନେକଙ୍କ ସଂସାର ଉଜୁଡି ଗଲାଣି । ଯାହାକୁ ନେଇ ଗାଁରେ ଅଶାନ୍ତି ଲାଗି ରହିଛି । ତେବେ ମଦ ବିକ୍ରିକୁ ବନ୍ଦ କରିବା ନେଇ ବାରବାର ଅଭିଯୋଗ ସତ୍ତ୍ବେ କୌଣସି ଫଳ ମିଳିନାହିଁ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଞ୍ଜାମ

ଯେଉଁଥିପାଇଁ ଶନିବାର ଉକ୍ତ ଗାଁର ସମସ୍ତ ମହିଳାମାନେ ଏକ ଶୋଭାଯାତ୍ରାରେ ଆସି ପଞ୍ଚାୟତ କାର୍ଯ୍ୟାଳୟକୁ ଘେରାଉ କରିବା ସହିତ ମଦ ବିକ୍ରିକୁ ତୁରନ୍ତ ବନ୍ଦ କରିବାକୁ ଦାବି କରିଛନ୍ତି । ଏହାକୁ ବନ୍ଦ କରାନଗଲେ ଆସନ୍ତା ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor-ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଜକର ଗ୍ରାମରେ ଗଲା କିଛିବର୍ଷହେବ ମଦ ବିକ୍ରି ହେବାରେ ଲାଗିଛି ଯଦ୍ୱାରା ଯୁବପିଢ଼ି ପଥଭ୍ରଷ୍ଟ ହେବାସହ ଅନେକଙ୍କ ସଂସାର ଉଜୁଡି ଗଲାଣି ତେବେ ଆଜି ଗ୍ରାମର ସମସ୍ତ ମହିଳାମାନେ ମେଳି ବାନ୍ଧି ଏକ ଶୋଭାଯାତ୍ରାରେ ଆସି ପଂଚାୟତ କାର୍ଯ୍ୟାଳୟ କୁ ଘେରାଉ କରିବାସହିତ ମଦ ବିକ୍ରୀକୁ ତୁରନ୍ତ ବନ୍ଦ କରିବାକୁ ଦାବିକରିଛନ୍ତି ମଦ ବିକ୍ରି ବନ୍ଦ କରାନଗଲେ ଆସନ୍ତା ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବବୋଲି ମହିଳା ମାନେ ଚେତାବନି ଦେଇଛନ୍ତି Body:ଭଞ୍ଜନଗର ରୁ ରଞ୍ଜନ ସ୍ୱାଇଁ Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.