ETV Bharat / state

ବଲିଉଡରେ ଚମକୁଛନ୍ତି ଓଡିଆ ପୁଅ, ଉଞ୍ଚାଇରେ ବିଗ ବିଙ୍କୁ ଡ୍ୟାନ୍ସ ଶିଖାଇଲେ ସୁନିତ - ସୁନିତଙ୍କ ବଲିଉଡ ଯାତ୍ରା

ବ୍ରହ୍ମପୁର ସହରରୁ ବଲିଉଡ ଯାତ୍ରା । ନାମିଦାମୀ କଳାକାରଙ୍କୁ ଡ୍ୟାନ୍ସ ଶିଖାଇ ଏବେ ଚର୍ଚ୍ଚାରେ ବ୍ରହ୍ମପୁରର ସୁନିତ କୁମାର । ହିନ୍ଦୀ ଚଳଚ୍ଚିତ୍ର 'ଉଞ୍ଚାଇ'ରେ ସେ ଆସିଷ୍ଟାଣ୍ଟ କୋରିଓଗ୍ରାଫର ରୂପେ କାମ କରିଛନ୍ତି । ବଡପରଦାରେ ବିଗ ବିଙ୍କ ସହ ଡ୍ୟାନ୍ସ କରୁଥିବାର ମଧ୍ୟ ନଜର ଆସିଛନ୍ତି ସୁନିତ । ଅଧିକ ପଢନ୍ତୁ

ବଲିଉଡରେ ଚମକୁଛନ୍ତି ଓଡିଆ ପୁଅ
ବଲିଉଡରେ ଚମକୁଛନ୍ତି ଓଡିଆ ପୁଅ
author img

By

Published : Nov 25, 2022, 5:32 PM IST

ବ୍ରହ୍ମପୁର: ଦିନେ ସ୍ବପ୍ନ ଦେଖିଲେ ଡ୍ୟାନ୍ସର ହେବେ, ଆଉ ଏବେ ବଲିଉଡରେ ଜଣେ ଜଣାଶୁଣା କୋରିଓଗ୍ରାଫରେ ଭାବେ ବେଶ ପରିଚିତ । ନାମୀଦାମୀ କଳାକାରଙ୍କୁ ଡ୍ୟାନ୍ସ ଶିଖାଇ ଏବେ ଚର୍ଚ୍ଚାରେ ବ୍ରହ୍ମପୁରର ସୁନିତ୍ କୁମାର ଦାଶ । ନିଜ ଡ୍ୟାନ୍ସର ଜଲୱା ଦେଖାଇ ହିନ୍ଦୀ ସିନେମାରେ ଏବେ ଆସିଷ୍ଟାଣ୍ଟ କୋରିଓଗ୍ରାଫର ଭାବେ ସ୍ବତନ୍ତ ପରିଚୟ ସୃଷ୍ଟି କରିଛନ୍ତି ସୁନିତ । ବଲିଉଡର ବିଗ ବିଙ୍କ ଠାରୁ ଆରମ୍ଭ କରି ବହୁ ନାମି ଦାମୀ କଳାକାରଙ୍କୁ ସେ ଡ୍ୟାନ୍ସ ଶିଖାଇଛନ୍ତି ।

ବଲିଉଡରେ ଚମକୁଛନ୍ତି ଓଡିଆ ପୁଅ, ଉଞ୍ଚାଇରେ ବିଗ ବିଙ୍କୁ ଡ୍ୟାନ୍ସ ଶିଖାଇଲେ ସୁନିତ

ବିଗ୍ ବିଙ୍କୁ ଡ୍ୟାନ୍ସ ଶିଖାଇଲେ ସୁନିତ

ପିଲାଟି ଦିନରୁ ହିଁ ଡ୍ୟାନ୍ସ ପ୍ରତି ଅନେକ ଆଗ୍ରହ ରଖିଥିବା ସୁନିତ୍ ଏବେ ବଲିଉଡରେ ଚମକୁଛନ୍ତି । ନିକଟରେ ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚ୍ଚିତ୍ର 'ଉଞ୍ଚାଇ'ରେ ଆସିଷ୍ଟାଣ୍ଡ କୋରିଓଗ୍ରାଫର ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ ସୁନିତ । ଏଥି ସହ ଏହି ଚଳଚ୍ଚିତ୍ରର 'କେଟି କା' ଗୀତରେ ବିଗ୍ ବି ଅମିତାବଙ୍କ ସହ ସେ ନଜର ଆସିଛନ୍ତି । ଏପରିକି ସାଉଥ ହିରୋ ଧନୁଷ , ସଲମାନ ଖାନ , ଟାଇଗର ଶ୍ରଫଙ୍କ ସହ ମଧ୍ୟ ସେ କାମ କରିଛନ୍ତି । ବହୁ ନାମଦାମୀ କଳାକାରଙ୍କ ସହ କାର୍ଯ୍ୟ କରିବାରେ ସୁଯୋଗ ପାଇଥିବାରୁ ସେ ବେଶ ଖୁସି ଅଛନ୍ତି ।

ସୁନିତଙ୍କ ବଲିଉଡ ଯାତ୍ରା

ମୁମ୍ୱାଇରେ ରହୁଥିବା ସୁନିତ ଏବେ ହିନ୍ଦୀ ଏବଂ ତେଲୁଗୁ ଚଳଚ୍ଚିତ୍ରରେ ଜଣେ ଆସିଷ୍ଟାଣ୍ଡ କୋରିଓଗ୍ରାଫ୍ ର ଭାବରେ କାର୍ଯ୍ୟ କରୁଛନ୍ତି । ବଲିଉଡ୍ କୋରିଓଗ୍ରାଫର୍ ଇମ୍ରାନ ସୟଦଙ୍କ ଆସିଷ୍ଟାଣ୍ଟ କୋରିଓଗ୍ରାଫର ଭାବେ ନାଗୀନ , ୟେ ହେ ଚାହାତେ ହେଁ , ପରିଣୀତି ଓ କୁମ୍ କୁମ୍ ଭାଗ୍ୟ ଭଳି ବହୁ ସିରିଅଲରେ କାର୍ଯ୍ୟ କରି ସାରିଲେଣୀ ସୁନିତ । ଏଥି ସହ ବଲିଉଡର ଲୋକପ୍ରିୟ କୋରିଓଗ୍ରାଫ୍ର ରେମୋ ଡିସୁଜା, ଅହମ୍ମଦ ଖାନ୍, ଇମ୍ରାନ ସୟଦ ଓ ଫାରାହ ଖାନଙ୍କ ପରି ଅନେକ କୋରିଓଗ୍ରାଫରଙ୍କ ସହ ସହ କୋରିଓ ଗ୍ରାଫର ଭାବେ କାମ କରିଛନ୍ତି ସୁନିତ ।

ଉଞ୍ଚାଇରେ ବିଗ ବିଙ୍କୁ ଡ୍ୟାନ୍ସ ସିଖାଇଲେ ସୁନିତ

ଡ୍ୟାନ୍ସର ହେବାର ସ୍ବପ୍ନ ଦେଖିଥିଲେ ସୁନିତ
ବ୍ରହ୍ମପୁର ସହରର ଶକ୍ତିନଗର ତୃତୀୟ ଲାଇନରେ ସୁନିତଙ୍କ ଘର । ପିଲାଟି ଦିନରୁ ଟିଭି ଦେଖି ଡ୍ୟାନ୍ସ ପ୍ରତି ସୁନିତଙ୍କ ଆଗ୍ରହ ବଢିଥିଲା । ନବମ ଶ୍ରେଣୀରେ ପଢୁଥିବା ବେଳେ ୟୁଟ୍ୟୁବ ଦେଖି ଡ୍ୟାନ୍ସ ଶିଖିବା ଆରମ୍ଭ କରିଥିଲେ । ପରେ ମ୍ୟାଟ୍ରିକ ପଢିବା ସମୟରେ ସହରର ରିଦମ ଡ୍ୟାନ୍ସ ଏକାଡେମୀରେ ନୃତ୍ୟଗୁରୁ ଆପନା ମହାରଣାଙ୍କ ଠାରୁ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ ସେ । ପ୍ରିନ୍ସ ଡ୍ୟାନ୍ସ ଗୃପରେ ଯୋଗ ଦେଇ ବିଭିନ୍ନ ଷ୍ଟେଜ ଶୋ ରେ ଅଂଶଗ୍ରହଣ କରୁଥିଲେ । ପାଠପଢା ଶେଷ ପରେ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷା ଶେଷ କରି ୨୦୧୩ ରେ ସୁନିତ ଚାଲିଯାଇଥିଲେ ମୁମ୍ୱାଇ । ସେଠାରେ ଏକ ଇଭେଣ୍ଟରେ କୋରିଓଗ୍ରାଫର ଭାବେ ସୁଯୋଗ ମିଳିବାରୁ ଦିଲ୍ଲୀ ଯାଇଥିଲେ । ହେଲେ ପୁଣି ୨୦୧୬ରେ ବସ୍କୋ ସିଜର୍ ଡ୍ୟାନ୍ସ କମ୍ପାନୀରେ ଯୋଗଦେବା ପାଇଁ ମୁମ୍ୱାଇ ଫେରିଥିଲେ । ସେହି ଠାରୁ ଆରମ୍ଭ ହୋଇଥିଲା ସୁନିତଙ୍କ ବଲିଉଡର ଯାତ୍ରା ।

ଓଡିଆ ଫିଲ୍ମ ଜଗତରେ କାମ କରିବାକୁ ଇଚ୍ଛା

ବ୍ରହ୍ମପୁର ସହରର ମେଡିକାଲ କ୍ୟାମ୍ପସ ହାଇସ୍କୁଲରୁ ମ୍ୟାଟ୍ରିକ ପାସ କରିବା ପରେ ସୁନିତ ଟେକ୍ନୋ ଆଇଟିଆଇରେ ଟେକ୍ନିକାଲ କୋର୍ସ ଏବଂ ଜାଭିୟର କଲେଜ ଅଫ ହୋଟେଲ ମ୍ୟାନେଜମେଣ୍ଟରେ ହସ୍ପିଟାଲିଟି ଓ ମ୍ୟାନେଜମେଣ୍ଟରେ ଡିପ୍ଲମା କରିବା ସହ କୋରିଓଗ୍ରାଫି କରୁଥିଲେ । ବଳକା ସମୟରେ ସେ ଫିଟନେସ କୋଚ ଭାବେ ତାଲିମ ଦିଅନ୍ତି । ବଲିଉଡରେ କାମ କରିଲେ ମଧ୍ୟ ଓଡିଆ ପୁଅ ହୋଇଥିବା ଯୋଗୁଁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବାର ଇଚ୍ଛା ରଖିଛନ୍ତି ସୁନିତ । ସୁଯୋଗ ମିଳିଲେ ନିଶ୍ଚିତ କାମ କରିବେ ବୋଲି କହନ୍ତି ଏହି ଯୁବ ଆସିଷ୍ଟାଣ୍ଟ କୋରିଓଗ୍ରାଫର ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.