ETV Bharat / state

ଗାଙ୍ଗପୁର ଥାନା IICଙ୍କ ମୃତ୍ୟୁ ଘଟଣା: ଗଞ୍ଜାମ ଏସପିଙ୍କୁ NHRCଙ୍କ ରିପୋର୍ଟ ତଲବ

ଗାଙ୍ଗପୁର ଥାନା ଆଇଆଇସିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । ଗଞ୍ଜାମ ଏସପିଙ୍କୁ ରିପୋର୍ଟ ତଲବ କଲା ଏନଏଚଆରସି(NHRC) । ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାର କେନ୍ଦ୍ର ମାନବ ଅଧିକାର କମିଶନ ଶୁଣାଣି କରିଛନ୍ତି । ଅଧିକ ପଢନ୍ତୁ

ଗାଙ୍ଗପୁର ଥାନା ଆଇଆଇସିଙ୍କ ମୃତ୍ୟୁ ଘଟଣା: ଗଞ୍ଜାମ ଏସପିଙ୍କୁ NHRCଙ୍କ ରିପୋର୍ଟ ତଲବ

author img

By

Published : May 6, 2022, 7:40 AM IST

ଭୁୂବନେଶ୍ବର: ଗାଙ୍ଗପୁର ଥାନା ଆଇଆଇସିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । ଗଞ୍ଜାମ ଏସପିଙ୍କୁ ରିପୋର୍ଟ ତଲବ କଲା ଏନଏଚଆରସି(NHRC) । ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାର କେନ୍ଦ୍ର ମାନବ ଅଧିକାର କମିଶନ ଶୁଣାଣି କରିଛନ୍ତି ।

ଗାଙ୍ଗପୁର ଥାନା ଆଇଆଇସିଙ୍କ ମୃତ୍ୟୁ ଘଟଣା: ଗଞ୍ଜାମ ଏସପିଙ୍କୁ NHRCଙ୍କ ରିପୋର୍ଟ ତଲବ

ପିଟିସନର ଶୁଣାଣି କରି କମିଶନ ଏସପି ଗଞ୍ଜାମଙ୍କୁ ୮ ସପ୍ତାହ ଭିତରେ ସମ୍ପୂର୍ଣ୍ଣ ତଦନ୍ତ କରି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏପ୍ରିଲ ୩ରେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନାର ଆଇଆଇସି ଦେବ କୁମାର ଗମାଙ୍ଗଙ୍କର ସନ୍ଦେହଜନକ ଭାବରେ ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ଜଗତସିଂହପୁର ଜିଲ୍ଲା ଭାରତୀୟ ବିକାଶ ପରିଷଦ ସଭାପତି ସୁବ୍ରତ ଦାସ କେନ୍ଦ୍ର ମାନବ ଅଧିକାର କମିଶନଙ୍କ ଦ୍ଵାରସ୍ଥ ହୋଇଥିଲେ ।

ଏହି ଘଟଣାକୁ ନେଇ କମିଶନ ପିଟିସନର ଶୁଣାଣି କରି ଏସପି ଗଞ୍ଜାମଙ୍କୁ ୮ ସପ୍ତାହ ଭିତରେ ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ମାମଲାର ସମ୍ପୂର୍ଣ ତଦନ୍ତ କରି ଅଭିଯୋଗକାରୀଙ୍କୁ ରିପୋର୍ଟ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.