ETV Bharat / state

ବୁଦାମୂଳରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର - ଯୁବକଙ୍କ ମୃତଦେହ ଉଦ୍ଧାର

ଭଞ୍ଜନଗର ଥାନା ଅନ୍ତରର୍ଗତ ଶଙ୍ଖ ସାହିରେ ଏକ ବୁଦାମୂଳରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ରବିବାର ରାତିରୁ ନିଖୋଜ ଥିଲେ ଶଙ୍ଖ ସାହିର କାର୍ତ୍ତିକ ସାହୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର
author img

By

Published : Aug 26, 2019, 3:24 PM IST

ଗଞ୍ଜାମ: ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ବୁଦା ମୂଳରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ଭଞ୍ଜନଗର ଥାନା ଅନ୍ତର୍ଗତ ଶଙ୍ଖ ସାହିରେ ଏକ ବୁଦାମୂଳରୁ ନିଖୋଜ କାର୍ତ୍ତିକ ସାହୁଙ୍କ ମୃତ ଦେହ ଉଦ୍ଧାର । ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ସୂଚନା ଅନୁସାରେ ରବିବାର ରାତିରୁ ଯୁବକ ଜଣକ ଘରୁ ନିଖୋଜ ଥିଲେ । ପରିବାର ବହୁ ଖୋଜାଖୋଜି ପରେ ନିକଟସ୍ତ ଏକ ଲଟାବୁଦା ଭିତରେ ତାଙ୍କର ମୃତ ଦେହ ପଡିଥିବା ଦେଖିବାକୁ ପାଇଥିଲେ । କାର୍ତ୍ତିକ ପାଟିରୁ ରକ୍ତ ବାହାରୁ ଥିବାରୁ କେହି ହତ୍ୟା କରିଥିବା ସନ୍ଦେହ କରୁଛନ୍ତି ପରିବାର ଲୋକେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ଏହି ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor_ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଶଙ୍ଖ ସାହି ରେ ଲଟାବୁଦା ରୁ ଏକ ଯୁବକର ମୃତ ଦେହ ଉଦ୍ଧାର ମୃତ ଯୁବକ ଜଣକ ହେଲେ ସେହି ସାହିର କାର୍ତିକ ସାହୁ ବୋଲି ଜଣା ପଡ଼ିଛି ପରିବାର ପକ୍ଷରୁ ହତ୍ୟା ସନ୍ଦେହ କରାଯାଉଥିବାବେଳେ ପୋଲିସ ପହଂଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି ଗତ ରାତିରୁ ଯୁବକ ଜଣକ ଘରୁ ନିଖୋଜ ଥିଲେ ପରିବାର ବହୁ ଖୋଜାଖୋଜି ପରେ ନିକସ୍ତ ଏକ ଲଟବୁଦା ଭିତରେ ତାଙ୍କର ମୃତ ଦେହ ପଡିଥିବା ଦେଖିବାକୁ ପାଇଥିଲେ କାର୍ତିକର ପାଟିରୁ ରକ୍ତ ବାହାରୁ ଥିବାରୁ କେହି ହତ୍ୟା କରିଥିବା ସନ୍ଦେହ କରୁଛନ୍ତି ପରିବାରଲୋକେ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି

Body:ଭଞ୍ଜନଗର ରୁ ରଂଜନ ସ୍ୱାଇଁ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.