ETV Bharat / state

ଓଡିଶା ଆଦର୍ଶ ବିଦ୍ୟାଳୟରେ ‘ମେଧାବୀ ସମ୍ମାନ ସମାରୋହ’ - ଓଡିଶା ଆଦର୍ଶ ବିଦ୍ୟାଳୟ

ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ ଅନୁଷ୍ଠିତ ହୋଇଯାଇଛି ଓଡିଶା ଆଦର୍ଶ ବିଦ୍ୟାଳୟର ମେଧାବୀ ସମ୍ମାନ ସମାରୋହ । ଜିଲ୍ଲାରେ ସର୍ବଭାରତୀୟ ବୋର୍ଡ ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ କରାଯାଇଛି ସମ୍ବର୍ଦ୍ଧିତ ।

ଫଟୋ ସୌଜନ୍ୟ:ସମ୍ବାଦଦାତା,ବ୍ରହ୍ମପୁର
author img

By

Published : Jun 1, 2019, 10:02 PM IST

ବ୍ରହ୍ମପୁର: ଓଡିଶା ଆଦର୍ଶ ବିଦ୍ୟାଳୟର ମେଧାବୀ ସମ୍ମାନ ସମାରୋହ ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜିଲ୍ଲାପରିଷଦ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଯୋଗ ଦେଇ ବିଦ୍ୟାର୍ଥୀ ମାନେ ପରିଶ୍ରମ ଓ ଇଚ୍ଛାଶକ୍ତି ଉଭୟକୁ ପ୍ରସାରିତ କରିବାକୁ ଦେଇଛନ୍ତି ପରାମର୍ଶ ।

ଗ୍ରାମାଞ୍ଚଳର ବିଦ୍ୟାର୍ଥୀ ଙ୍କୁ ଇଂରାଜୀ ମାଧ୍ୟମରେ ଶିକ୍ଷା ପ୍ରଦାନ କରି ସର୍ବଭାରତୀୟ ସମକକ୍ଷ କରିବାକୁ ୨୦୧୬ ମସିହାରେ ରାଜ୍ୟରେ ଆରମ୍ଭ ହୋଇଥିଲା ଓଡିଶା ଆଦର୍ଶ ବିଦ୍ୟାଳୟ । ପ୍ରଥମେ ଗଞ୍ଜାମର ୧୩ ଟି ବ୍ଲକରେ ସ୍ଥାପନ କରାଯାଇଥିବା ବେଳେ ବର୍ତ୍ତମାନ ସମସ୍ତ ବ୍ଲକକୁ ପ୍ରସାରିତ ହୋଇପାରିଥିବା ବେଳେ ଚଳିତବର୍ଷ ଏହି ବିଦ୍ୟାଳୟ ଗୁଡିକରେ ପ୍ରଥମ ବ୍ୟାଚ ସର୍ବଭାରତୀୟ ବୋର୍ଡ ପରୀକ୍ଷାରେ ୯୩୭ ଜଣ ଛାତ୍ରଚାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୮୮୪ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଜିଲ୍ଲାରେ ୯୪ ପ୍ରତିଶତ ପାସ ହାର ରହିଛି । ଏପରିକି ଜିଲ୍ଲାର ୮୩ ପ୍ରତିଶତ ଛାତ୍ରଛାତ୍ରୀ ଶତକଡା ୯୦ ଭାଗରୁ ଅଧିକ ନମ୍ୱର ରଖଛନ୍ତି।

ଭଡି଼ିଓ ସୌଜନ୍ୟ:ସମ୍ବାଦଦାତା,ବ୍ରହ୍ମପୁର

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ , ଅତିରିକ୍ତ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଓ ଲକ୍ଷ୍ମୀକାନ୍ତ ସେଠୀ, ଜିଲ୍ଲା ଶିକ୍ଷାଧିକାରୀ ସନାତନ ପଣ୍ଡାଙ୍କ ସମେତ ଜିଲ୍ଲାପ୍ରଶାସନର ବହୁ ଅଧିକାରୀ ଉପସ୍ଥିତ ରହିଥିଲେ । ଏହି ଅବସରରେ ବହୁ କୃତି ବିଦ୍ୟାର୍ଥୀ ଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

SLUG : ILLEGAL WINE 
FORMAT : AVO 
REPORT : DEBASIS MOHAPATRA / BHADRAK
DATE : 01.06.2019

ANCHOR : ଚୋରା ମଦ ବେପାର ନେଇ କିଛିଦିନ ହେବ ଭଦ୍ରକ ଜିଲ୍ଲାରେ ଚର୍ଚ୍ଚା ହୋଇଆସୁଛି। ଏହି କ୍ରମରେ ଏହାର ପ୍ରତିବାଦ ଦେଖିବାକୁ ମିଳିଛି ଧାମନଗର ବ୍ଲକ ଆନନ୍ଦପୁର ପଞ୍ଚାୟତ ଉତେଇପୁର ଗ୍ରାମରେ। ସୂଚନା ଅନୁଯାୟୀ ଉତେଇପୁର ଗ୍ରାମରେ ଦିର୍ଘ ଦିନହେବ ବେଆଇନି ଦେସି ଓ ବିଦେଶୀ ମଦର ବେପାର ଚାଲିଥିଲା। ଏନେଇ ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସ୍ତାନୟ ପୋଲିସ ତଥା ପ୍ରଶାସନ ନୀରବ ଥିଲା। ପ୍ରତିବାଦରେ ସ୍ଥାନୀୟ ଲୋକେ ମଦ ବେପାର ହେଉଥିବା ଠିକଣାରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଏଥିସହ ଆଗାମୀ ଦିନରେ ସେଠାରେ ଯଦି ଆଉ ମଦ ବେପାର ହେବ, ତାହେଲେ ଆନ୍ଦୋଳନ ଆହୁରି ଜୋରଦାର କରାଜିବାର ଚେତାବନୀ ଦେଇଛନ୍ତି। କାରଣ ସ୍ଥାନୀୟ ଅଧିକାଂଶ ଲୋକେ ଦିନ ମଜୁରିଆ ହୋଇଥିବାରୁ ଜାହା ରୋଜକାର କଲେ ସବୁ ମଦ୍ୟପାନରେ ସାରୁଛନ୍ତି। ଫଳରେ ଘର ପରିବାର ଓ ପିଲାଛୁଆ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ବଧ୍ୟ ହୋଇ ଏପରି ଚରମ ନିଷ୍ପତ୍ତି ସ୍ଥାନୀୟ ଲୋକେ। 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.