ETV Bharat / state

କାର୍ଯ୍ୟରେ ଅବହେଳା: ଶନିବାର ହେଲେ ବହୁ ବିଭାଗରେ ଝୁଲୁଛି ତାଲା

ବ୍ରହ୍ମପୁର ସହର ଉପକଣ୍ଠ ଶିତଳାପଲ୍ଲୀ ଠାରେ ଅବସ୍ଥିତ ଥିବା ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ଶନିବାର ଦିନ ୩.୩୦ ସମୟରେ ଆମ ଟିମ ଯାଇ ପହଞ୍ଚିଥିଲା । ସେଠାରେ ମହାବିଦ୍ୟାଳୟର ଅଧ୍ୟକ୍ଷ କୌଣସି କାର୍ଯ୍ୟରେ ଛୁଟିରେ ଥିବାବେଳେ ବହୁ ବିଭାଗରେ ତାଲା ଝୁଲୁଥିବା ଦେଖିବାକୁ ପାଇଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Aug 31, 2019, 9:59 PM IST

ବ୍ରହ୍ମପୁର: ଛୁଟି ପୂର୍ବରୁ କଲେଜରୁ ଅଧ୍ୟାପକ ଫେରାର । ଶନିବାର ଜିଲ୍ଲାର ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ବହୁ ବିଭାଗର ଅଧ୍ୟାପକ ଅନୁପସ୍ଥିତ ଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ରାଜ୍ୟ କୃଷି ଓ ଉଚ୍ଚଶିକ୍ଷା ବିଭାଗୀୟ ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଗଞ୍ଜାମ ଗସ୍ତ ସମୟରେ ମତ୍ସ୍ୟ ବିଭାଗର ଏକ କାର୍ଯ୍ୟାଳୟରେ କୌଣସି କର୍ମଚାରୀଙ୍କ ଦେଖା ନମିଳିବା ଘଟଣା ଜିଲ୍ଲାରେ ଚର୍ଚ୍ଚାରେ ବିଷୟ ପାଲଟିଥିବା ବେଳେ ଶନିବାର ଜିଲ୍ଲାର ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ବହୁ ବିଭାଗର ଅଧ୍ୟାପକ ଅନୁପସ୍ଥିତ ରହିଥିଲେ । ଯାହାର ଅନୁଧ୍ୟାନ କରିଛି ଇଟିଭି ଭାରତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର ସହର ଉପକଣ୍ଠ ଶିତଳାପଲ୍ଲୀ ଠାରେ ଅବସ୍ଥିତ ଥିବା ଏହି ମହାବିଦ୍ୟାଳୟରେ ଶନିବାର ଦିନ ୩.୩୦ ସମୟରେ ଆମ ଟିମ ଯାଇ ପହଞ୍ଚିଥିଲେ । ସେଠାରେ ମହାବିଦ୍ୟାଳୟର ଅଧ୍ୟକ୍ଷ କୌଣସି କାର୍ଯ୍ୟରେ ଛୁଟିରେ ଥିବାବେଳେ ବହୁ ବିଭାଗରେ ତାଲା ଝୁଲୁଥିବା ଦେଖିବାକୁ ପାଇଥିଲେ ।

ଏନେଇ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ପଚରାଯିବାରୁ ଆଗକୁ ତିନିଦିନ ଛୁଟି ରହିଥିବାରୁ ଟ୍ରେନ ସମୟକୁ ଦେଖି କିଛି ଅଧ୍ୟାପକ ଚାଲିଯାଇଥିବା ସେ ପ୍ରକାଶ କରିଥିଲେ ।

ତେବେ ଏହି ଘଟଣା ନେଇ ପୂର୍ବରୁ କୌଣସି ଅଭିଯୋଗ ହୋଇନଥିଲା ବେଳେ ଏସମ୍ପର୍କରେ ସେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଅବଗତ କରିବେ ବୋଲି କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ରାଜ୍ୟ କୃଷି ଓ ଉଚ୍ଚଶିକ୍ଷା ବିଭାଗୀୟ ମନ୍ତ୍ରୀ ଅରୁଣ କୁମାର ସାହୁ ଙ୍କ ଗଞ୍ଜାମ ଜିଲ୍ଲା ଗ୍ରସ୍ତ ସମୟରେ ମତ୍ସ୍ୟ ବିଭାଗର ଏକ କାର୍ଯ୍ୟାଳୟରେ କୈଣସି କର୍ମଚାରୀ ଙ୍କ ଦେଖାନମିଳିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଥିବା ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚା ରେ ବିଷୟ ପାଲଟିଥିବା ବେଳେ ଜିଲ୍ଲାର ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ କୈଣସି ଛୁଟି ଦିନ ପୁର୍ବରୁ କିମ୍ବା ଶନିବାର ଦିନ ଏଠାକାର ବହୁ ବିଭାଗର ଅଧ୍ୟାପକ ମାନେ ସରକାର ଙ୍କ ନିର୍ଦ୍ଧାରିତ ସମୟ ପୁର୍ବରୁ ନିଜ ଘରକୁ ଚାଲିଯାଉଥିବା ଅଭିଯୋଗ ହୋଇଆସୁଥିବା ବେଳେ ଏହାକୁ ଘଟଣା ସ୍ଥଳକୁ ଅନୁଧ୍ୟାନ କରିଛି ଇଟିଭି ଭାରତ । ବ୍ରହ୍ମପୁର ସହର ଉପକଣ୍ଠ ଶିତଳାପଲ୍ଲୀ ଠାରେ ଅବସ୍ଥିତ ଥିବା ଏହି ମହାବିଦ୍ୟାଳୟ ର ଶନିବାର ଦିନ ୩.୩୦ ମିନିଟରେ ଆମ ସମ୍ବାଦଦାତା ଯାଇ ପହଞ୍ଚିଥିବା ବେଳେ ସେଠାରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ କୈଣସି କାର୍ଯ୍ୟରେ ଛୁଟିରେ ଥିବା ବେଳେ ବହୁ ବିଭାଗରେ ତାଲା ଝୁଲୁଥିବା ଏବଂ କେତେକ ବିଭାଗର କର୍ମଚାରୀ ଓ ଅଧ୍ୟାପକ ଙ୍କ ସ°ପର୍କରେ ପଚାରିବାରୁ ଭାରପ୍ରାପ୍ତ ଅଧ୍ୟକ୍ଷ ଆଗକୁ ତିନି ଦିନ ଛୁଟି ରହିଥିବାରୁ ଟ୍ରେନ ସମୟକୁ ଦେଖି କିଛି ଚାଲିଯାଇଥିବା ପ୍ରକାଶ କରିଥିଲେ ।ସେଭଳି ପୁର୍ବରୁ କୈଣସି ଅଭିଯୋଗ ଆସିନଥିବା ବେଳେ ଏ ସ°ପର୍କରେ ଏହି ଅଭିଯୋଗ ସ°ପର୍କରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି ।କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ମହାବିଦ୍ୟାଳୟ ରେ ଏଭଳି ଖାଁ ଖାଁ ପରିସ୍ଥିତି ଦେଖି ସ୍ଥିତି ପରଖିଥିଲା ଇଟିଭି ଭାରତ। ଦେଖିବା ଏକ୍ସକ୍ଳୁସିଭ ରିପୋର୍ଟ..

Body:PTC with story

Conclusion:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.