ଭୁବନେଶ୍ବର: ଖଲ୍ଲିକୋଟ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ମିଶ୍ରଣ । ଉଭୟ ବିଶ୍ୱବିଦ୍ୟାଳୟକୁ ମିଶ୍ରଣ କରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି । 2021 ସେପ୍ଟେମ୍ବର 30 ପରେ ବନ୍ଦ ବିଲୀନ ହେବ ଖଲିକୋଟ ବିଶ୍ୱବିଦ୍ୟାଳୟ ।
![ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସହ ମିଶିଲା ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ](https://etvbharatimages.akamaized.net/etvbharat/prod-images/11808513_df.jpg)
ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସହ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ମିଶ୍ରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର । ଏହି ମିଶ୍ରଣ ପରେ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ହରାଇଲା ତାର ମାନ୍ୟତା ।
![ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସହ ମିଶିଲା ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ](https://etvbharatimages.akamaized.net/etvbharat/prod-images/11808513_bb.jpg)
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିିଭି ଭାରତ