ETV Bharat / state

ଗଞ୍ଜାମ SP ଭାବେ ଦାୟିତ୍ଵ ଗ୍ରହଣ କଲେ ଜଗମୋହନ ମୀନା - ଗଞ୍ଜାମ ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ

ବର୍ଷ-୨୦୨୩ ପୂର୍ବରୁ ଆଇପିଏସ୍‌ ସ୍ତରରେ ରାଜ୍ୟ ସରକାର ବଡ଼ଧରଣର ଅଦଳବଦଳ କରିଥିଲେ । ଏହି କ୍ରମରେ ଆଜି ଗଞ୍ଜାମ ଜିଲ୍ଲାର ଏସପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଜଗମୋହନ ମୀନା । ଅଧିକ ପଢନ୍ତୁ

ganjam SP
ganjam SP
author img

By

Published : Jan 8, 2023, 1:46 PM IST

ganjam SP

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ଦାୟିତ୍ଵ ଗ୍ରହଣ କରିଲେ ଯୁବ ଆଇପିଏସ ଜଗମୋହନ ମୀନା । ଆଜି ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଜଗମୋହନ । କାର୍ଯ୍ୟରେ ଯୋଗଦାନ ପରେ ବିଭାଗୀୟ ଅଧିକାରୀମାନେ ତାଙ୍କୁ ଫୁଲଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ । ଯୋଗଦେବା ପରେ ଆଇନ ଶୃଙ୍ଖଳା ପରିସ୍ଥିତି ସହ ଅପରାଧୀ ସମସ୍ୟା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାର ନୂଆ ଏସପି ଜଗମୋହନ ମୀନା । ଜଗମୋହନଙ୍କ ପୂର୍ବରୁ ବ୍ରିଜେଶ କୁମାର ରାୟ କାର୍ଯ୍ୟଭାର ସମ୍ଭାଳୁଥିଲେ । ତେବେ ବ୍ରିଜେଶ କୁମାର ରାୟଙ୍କୁ ପଦନ୍ନୋତି କରାଯାଇ ଅନୁଗୋଳ ଡିଆଇଜି ଭାବେ ଯୋଗଦେବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଜଗମୋହନ ମୀନା ଅନୁଗୋଳ ଏସପି ଭାବେ କାର୍ଯ୍ୟରତ ଥିଲେ ।

ଏହା ମଧ୍ୟ ପଢନ୍ତୁ: ମଉଳିଲା ମାଗଣା ଟିକା ଆଶା, ଆବଶ୍ୟକ ଅନୁଯାୟୀ ଟିକା କିଣିବାକୁ କହିଲେ କେନ୍ଦ୍ରମନ୍ତ୍ରୀ

ଜଗମୋହନଙ୍କ ପୂର୍ବରୁ ବ୍ରିଜେଶ କୁମାର ରାୟ କାର୍ଯ୍ୟଭାର ସମ୍ଭାଳୁଥିଲେ । ତେବେ ବ୍ରିଜେଶ କୁମାର ରାୟଙ୍କୁ ପଦନ୍ନୋତି କରାଯାଇ ଅନୁଗୋଳ ଡିଆଇଜି ଭାବେ ଯୋଗଦେବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଜଗମୋହନ ମୀନା ଅନୁଗୋଳ ଏସପି ଭାବେ କାର୍ଯ୍ୟରତ ଥିଲେ । ତେବେ ଦାୟିତ୍ବ ଗ୍ରହଣ କରିବା ପରେ ଗଞ୍ଜାମ ଏସପି କହିଛନ୍ତି, " ମୋ ସରକାର ଏବଂ ୫ଟି ଅନୁଯାୟୀ ମୁଁ କାମ କରିବି । ଏହାସହ ଆଇନ ଶୃଙ୍ଖଳା ପରିସ୍ଥିତି ସହ ଅପରାଧୀ ସମସ୍ୟା ଉପରେ ବିଶେଷ ଗୁରୁତ୍ୱ ଦେବି । "

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.