ETV Bharat / state

ଖଲ୍ଲିକୋଟ ଯୁବକଙ୍କ ହତ୍ୟା ଘଟଣା: ସିସିଟିଭିରେ କଏଦ ଭିଡିଓ - khallikote murder case

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳର ଯୁବକଙ୍କୁ ପିଟିପିଟି ହତ୍ୟା କରାଯିବା ଘଟଣା । ସିସିଟିଭି ଫୁଟେଜରେ କଏଦ ହେଲା ଭିଜୁଆଲ ।

ଖଲ୍ଲିକୋଟ ଯୁବକଙ୍କ ହତ୍ୟା ଘଟଣା
author img

By

Published : Nov 25, 2019, 2:35 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳର ଯୁବକଙ୍କୁ ପିଟିପିଟି ହତ୍ୟା କରାଯିବା ଘଟଣା । ଯୁବକଙ୍କ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିବାର ଦୃଶ୍ୟ ଏବେ ସିସିଟିଭି ଫୁଟେଜରେ କଏଦ ହୋଇଛି । ଯାହା ବର୍ତ୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି ।

ଖଲ୍ଲିକୋଟ ଯୁବକଙ୍କ ହତ୍ୟା ଘଟଣା

କେଶପୁର ନିକଟସ୍ଥ ପେଟ୍ରୋଲ ପମ୍ପ ପରିସରରେ କିଛି ଦୁର୍ବୃତ୍ତ ସ୍ଥାନୀୟ ରାମଚନ୍ଦ୍ରପୁର ଗାଁର ଶଙ୍କର ପାହାନଙ୍କୁ ଅତ୍ୟନ୍ତ ନିର୍ମମ ଭାବେ କାଠ ଫାଳିଆ ଓ ଇଟା ଖଣ୍ଡରେ ପିଟିପିଟି ହତ୍ୟା କରିଥିଲେ । ଏହା ପରେ ସେମାନେ ଘଟଣାସ୍ଥଳରୁ ଗାଏବ ହୋଇଯାଇଥିଲେ । କିନ୍ତୁ ସମ୍ପୂର୍ଣ୍ଣ ଘଟଣାଟି ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭି କ୍ୟାମରାରେ କଏଦ ହୋଇଯାଇଥିଲା ।

ଗତ 21 ତାରିଖରେ ଏହି ଘଟଣାଟି ଘଟିଥିବା ବେଳେ ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଥିଲା । ତେବେ ଏହି ଫୁଟେଜ ମାଧ୍ୟମରେ ପୋଲିସକୁ ଅଧିକ ଖବରର ତଥ୍ୟ ମିଳିବ ବୋଲି ଆଶା କରାଯାଉଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଗତ ୨୧ ତାରିଖ ରାତ୍ର ସମୟରେ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅଞ୍ଚଳରେ ଯୁବକ ଙ୍କୁ ପିଟିପିଟି ହତ୍ୟା କରାଯିବା ଘଟଣାରେ ଭିଜୁଆଲ ସିସିଟିଭି ଫୁଟେଜ ରେ କଏଦ ହୋଇଥିବା ବେଳେ ଏହା ଭାଇରାଲ ହୋଇଛି । କିଭଳି ଦୁବୁର୍ତ୍ତ ମାନେ ଘଟଣା ଦିନ ରାତ୍ର ସମୟରେ କେଶପୁର ନିକଟସ୍ଥ ପେଟ୍ରୋଲ ପମ୍ପ ପରିସରରେ ସ୍ଥାନୀୟ ରାମଚନ୍ଦ୍ରପୁର ଗ୍ରାମର ଶଙ୍କର ପାହାନ କୁ ଅତ୍ୟନ୍ତ ନିର୍ମମ ଭାବେ କାଠ ଫାଳିଆ ଏବଂ ଇଟା ଖଣ୍ଡରେ ପିଟିପିଟି ହତ୍ୟା କରିବା ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ସଂପୂର୍ଣ୍ଣ ଘଟଣାକୁ ପେଟ୍ରୋଲ ପମ୍ପରେ ଲାଗିଥିବା ସିସି ଟିଭି କ୍ୟାମରାରେ ଖଏଦ ହୋଇଛି ପୁରା ଘଟଣାର ଚିତ୍ର । ପ୍ରେମ ଜନିତ କାରଣରୁଏପରି ଘଟଣା ଘଟିଥିବା କୁହାଯାଉଥିବା ବେଳେ ଏହି ଫୁଟେଜ ପୋଲିସ ର ତଦନ୍ତ ରେ ଅନେକ ସହାୟତା ହେବ ବୋଲି ଆଶା କରାଯାଉଛି ।
Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.