ETV Bharat / state

ଦୀପାବଳୀରେ ଅଗ୍ନିକାଣ୍ଡ, ଆଖିପିଛୁଳାକେ ପାଉଁଷ ହୋଇଗଲା ଦୋକାନ

ଦୀପାବଳୀ ନିମନ୍ତେ ଲଗାଯାଇଥିବା ଦୀପରୁ ଅଗ୍ନିକାଣ୍ଡ ଘଟି ଆଖି ପିଛୁଳାକେ ପାଉଁଷ ହୋଇଗଲା ଏକ ଦୋକାନ।

author img

By

Published : Oct 27, 2019, 10:05 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଭଞ୍ଜନଗର: ସାରା ଦେଶରେ ଆଜି ଖୁସି ଏବଂ ଉଲ୍ଲାସର ସହ ଦୀପାବଳୀ ପାଳନ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଖେଳିଯାଇଛି ଦୁଖଃର ବାତାବରଣ । ଦୀପାବଳୀ ପାଇଁ ଲଗାଯାଇଥିବା ଦୀପରୁ ଅଗ୍ନିକାଣ୍ଡ ଘଟି ଆଖିପିଛୁଳାକେ ପାଉଁଷ ହୋଇଗଲା ଏକ ଦୋକାନ । ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ସାନସୋରଡ଼ା ଗ୍ରାମରେ ଘଟିଛି ଏଭଳି ଅଘଟଣ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ସାନସୋରଡ଼ା ଗ୍ରାମରେ ଖୁସି ଏବଂ ଉଲ୍ଲାସର ସହ ଆଜି ଦୀପାବଳୀ ପାଳନ ହେଉଥିଲା । ଏହି ସମୟରେ ଗ୍ରାମର ସତ୍ୟ ନାରାୟଣ ସାହୁଙ୍କ ଦୋକାନରେ ଅଗ୍ନିକାଣ୍ଡ ଘଟିଥିଲା । ଦେଖୁ ଦେଖୁ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା । ତେବେ ଅଗ୍ନିଶମ ବିଭାଗ ତୁରନ୍ତ ଘଟଣା ସ୍ଥଳକୁ ଆସି ନିଆଁକୁ ଆୟତ୍ତ କରିଥିଲେ। ଘଟଣାରେ ଦୋକାନ ମାଲିକ ସତ୍ୟ ନାରାୟଣ ସାହୁ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor-ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ସାନସୋରଡ଼ା ଗ୍ରାମରେ ଆଜି ସନ୍ଧ୍ୟାରେ ଦୀପାବଳି ପର୍ବ ନିମନ୍ତେ ଲଗାଯାଇଥିବା ଦୀପରୁ ଅଗ୍ନିକାଣ୍ଡ ଘଟି ପାଖରେ ଥିବା ସତ୍ୟ ନାରାୟଣ ସାହୁଙ୍କ ଦୋକାନ ରେ ନିଆଁ ଲାଗିଯାଇଥିଲା ଫଳରେ ଆଖିପିଛୁଳାକେ ଦୋକାନ ଟି ଜଳିଯାଇଥିଲା ଅଗ୍ନିଶମ ବିଭାଗ ଆସି ନିଆଁ କୁ ଆୟତ୍ତ କରିଥିବାବେଳେ ଏଥିରେ ଦୋକାନ ମାଲିକ ସତ୍ୟ ନାରାୟଣ ସାହୁ ସାମାନ୍ୟ ଆହାତ ହୋଇଛନ୍ତି ତାଙ୍କୁ ସୋରଡ଼ା ମେଡିକାଲ ରେ ଚିକିତ୍ସା କରାଯାଇଛି Body:ଭଞ୍ଜନଗର ରୁ ରଞ୍ଜନ ସ୍ୱାଇଁ Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.