ETV Bharat / state

ସୁନାଥର ଗାଁରେ ଭୟାବହ ଅଗ୍ନିକାଣ୍ଡ, ପାଉଁଶ ପାଲଟିଲା 30 ବଖରା ଘର - sunathar village breakout news'

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ପ୍ରାୟ 30ରୁ ଉର୍ଦ୍ଧ୍ବ ଘର ପୋଡି ପାଉଁଶ ହୋଇଛି ।

fire
ଫଟୋ ସୌଜନ୍ୟ:ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Dec 16, 2019, 10:28 AM IST

ବ୍ରହ୍ମପୁର: ଗଞ୍ଜାମରେ ଭୟାବହ ଅଗ୍ନିକାଣ୍ଡ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ପ୍ରାୟ 30ରୁ ଉର୍ଦ୍ଧ୍ବ ଘର ପୋଡି ପାଉଁଶ ହୋଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବ୍ରହ୍ମପୁର

ସୂଚନା ଅନୁଯାୟୀ, ସୋମବାର ଭୋର ସମୟରେ ଗ୍ରାମର ନୁଆଁସାହିରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଏହି ନିଆଁ ଧୀରେ ଧୀରେ ବ୍ୟାପି ପ୍ରାୟ ୩୦ଟି ପରିବାରର 30ରୁ ଉର୍ଦ୍ଧ୍ବ ଚାଳଘର ପୋଡି ପାଉଁଶ ହୋଇଛି ।

କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହାର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ନିୟୋଜିତ ରହିଥିବା ଦେଖାଯାଇଛି । ତେବେ କ୍ଷତିଗ୍ରସ୍ତଙ୍କ ପାଇଁ ସରକାରୀ ସହାୟତା ଆବଶ୍ୟକତା ରହିଥିବା କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ପ୍ରାୟ ତିରିଶି ପରିବାରର ବ୍ୟାପକ କ୍ଷୟକ୍ଷତି ଘଟିଛି । ସୋମବାର ଭୋର ସକାଳ ସମୟରେ ଗ୍ରାମର ନୁଆଁସାହିରେ କୈଣସି କାରଣରୁ ନିଆଁ ଲାଗି ଧିରେ ଧିରେ ଏହାର ମାତ୍ରା ବୃଦ୍ଧି ପାଇବାରୁ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା ।ଗାଁର ଉକ୍ତ ସାହିରେ ଅନେକ ଙ୍କ ଚାଳ ଘର ଥିବାରୁ ନିଆଁ ବ୍ୟାପିଯାଇ ପ୍ରାୟ ୩୦ ଟି ପରିବାର ଘର ପୋଡ଼ି ଯାଇଛି । କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ନିୟୋଜିତ ରହିଥିବା ଦେଖାଯାଇଛି ।ଗୋଟିଏ ପଟେ ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଥିବା ବେଳେ ଏଭଳି ସ୍ଥଳେ ଏହି କ୍ଷତିଗ୍ରସ୍ତ ଙ୍କ ପାଇଁ ସରକାରୀ ସହାୟତା ଆବଶ୍ୟକତା ରହିଥିବା କୁହାଯାଇଛି ।
Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ..Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.