ETV Bharat / state

ବିଜେଡିର କାର୍ଯ୍ୟକାରଣୀ ବୈଠକ ଅନୁଷ୍ଠିତ

author img

By

Published : Sep 10, 2019, 11:37 PM IST

ବିଜେଡି ସଭ୍ୟ ସଂଗ୍ରହ ପାଇଁ ଚାଲିଛି ପ୍ରୟାସ । ଏଥିପାଇଁ ଜିଲ୍ଲାର ସୋରଡା ଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି।

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଭଞ୍ଜନଗର: ଗଞ୍ଜାମ ସୋରଡ଼ା ଠାରେ ଅନୁଷ୍ଠିତ ହୋଇଯାଇଛି ବିଜେଡିର ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ। ଏଥିରେ ଜିଲ୍ଲାର ସମସ୍ତ କାର୍ଯ୍ୟକାରିଣୀ ସଭ୍ୟ, ବିଧାୟକ, ମନ୍ତ୍ରୀ ଉପସ୍ଥିତ ରହିଥିଲେ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଏହି ଅବସରରେ ଦଳୀୟ ନେତା ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟର ଆଲୋଚନା କରିଥିଲେ। ଚଳିତ ବର୍ଷ ଏକ କୋଟି ସଭ୍ୟ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି ଏବଂ ଷଷ୍ଠ ଥର ମଧ୍ୟ ନବୀନଙ୍କୁ ଜିତାଇବା ପାଇଁ ଦଳ ପକ୍ଷରୁ ଉଦ୍ୟମ କରାଯିବ ବୋଲି କୁହାଯାଇଛି।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

Intro:anchor_ଗଞ୍ଜାମ ଜିଲ୍ଲା ସ୍ତରୀୟ ବିଜେଡି କାର୍ଯ୍ୟକାରିଣୀ ବୈଠକ ସୋରଡ଼ା ଠାରେ ଅନୁଷ୍ଠିତ ହୋଇଯାଇଛି ଏଥିରେ ଜିଲ୍ଲାର ସମସ୍ତ କାର୍ଯ୍ୟକାରିଣୀ ସଭ୍ୟ ତଥା ସମସ୍ତ ବିଧାୟକ ମନ୍ତ୍ରୀ ଉପସ୍ଥିତ ରହି କର୍ମକର୍ତ୍ତା ଙ୍କୁ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ ଉପସ୍ଥାପନା କରିଥିଲେ ଏହି ଅବସରରେ ସମସ୍ତ ନେତା ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିକାଶ ମୂଳକ କାର୍ଯ୍ୟର ଆଲୋଚନା କରିଥିଲେ ଚଳିତ ବର୍ଷ ଏକ କୋଟି ସଭ୍ୟ ସଂଗ୍ରହ ଲକ୍ଷ ରଖାଯାଇଛି ଏବଂ ଷଷ୍ଠ ଥର ମଧ୍ୟ ନବୀନ ବାବୁ ବିଜୟ ଲାଭ କରିବେ ବୋଲି ଦଳପକ୍ଷରୁ କୁହାଯାଇଛି
ବାଇଟ_ଶ୍ରୀକାନ୍ତ ସାହୁ (ଶ୍ରୀକାନ୍ତ ସାହୁ ,ଯୋଜନବୋଡ଼ ଅଧକ୍ଷ)
ବାଇଟ-ପୁର୍ଣ୍ଣ ଚନ୍ଦ୍ର ସ୍ବାଇଁ(ସୋରଡ଼ା ବିଧାୟକ)

Body:ଭଞ୍ଜନଗର ରୁ ରଂଜନ ସ୍ୱାଇଁ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.