ETV Bharat / state

24ଦିନ ପରେ କୁଏତରୁ ଫେରିଲା ଦାଦାନ ଶ୍ରମିକଙ୍କ ମୃତଦେହ - ଗଞ୍ଜାମ ଖଲ୍ଲିକୋଟ ବ୍ଲକର ଖୋଜାପଲ୍ଲୀ

24 ଦିନ ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ଉଦ୍ୟମ ଫଳରେ କୁଏତରୁ ଫେରିଛି ଦାଦାନ ଶ୍ରମିକଙ୍କ ମୃତଦେହ । ପଢନ୍ତୁ ସମ୍ଫୂର୍ଣ୍ଣ ରିପୋର୍ଟ...

24ଦିନ ପରେ କୁଏତରୁ ଫେରିଲା ଦାଦାନ ଶ୍ରମିକଙ୍କ ମୃତଦେହ
author img

By

Published : Nov 7, 2019, 3:22 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପ୍ରଶାସନର ଉଦ୍ୟମ ଫଳରେ କୁଏତରୁ ଫେରିଛି ଦାଦାନ ଶ୍ରମିକଙ୍କ ମୃତଦେହ । 24 ଦିନ ପରେ କୁଏତରୁ ବିମାନ ଯୋଗେ ମୃତଦେହକୁ ପ୍ରଥମେ ଦିଲ୍ଲୀ ଏବଂ ପରେ ଭୁବନେଶ୍ବର ଅଣାଯାଇଥିବା ଜଣାପଡିଛି ।

ମୃତ ଦାଦନ ଶ୍ରମିକ ହେଲେ ଗଞ୍ଜାମ ଖଲ୍ଲିକୋଟ ବ୍ଲକର ଖୋଜାପଲ୍ଲୀର ହର୍ଷ ସାମଲ । ଅଧିକ ଅର୍ଥ ରୋଜଗାର କରିବା ଆଶାରେ ସେ ଦାଦନ ଖଟିବାକୁ କୁଏତ ଯାଇଥିଲେ । ସେଠାରେ କୋଣସି କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା । 24 ଦିନ ପରେ ଗଞ୍ଜାମ ଜିଲ୍ଲାର ପ୍ରଶାସନର ଉଦ୍ୟମ ଯୋଗୁଁ ତାଙ୍କ ମୃତଦେହ ଭୁବନେଶ୍ବର ବିମାନ ବନ୍ଦରକୁ ଅଣାଯାଇଥିଲା । ସେଠାରେ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ ଏବଂ ଜିଲ୍ଲା ଶ୍ରମ ଅଧିକାରୀ ଶିବ ସାହୁଙ୍କ ଉପସ୍ଥିତିରେ ମୃତଦେହକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।

ତେବେ ହର୍ଷଙ୍କ ମୃତ୍ୟୁକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ପରିବାର ପରିପୋଷଣ କରିବା ପାଇଁ ଅଧିକ ଅର୍ଥ ରୋଜଗାର କରିବା ଆଶାରେ ଦାଦନ ଶ୍ରମିକ ଭାବରେ କାର୍ଯ୍ୟ କରିବା ପାଇଁ କୁଏତ ଯାଇଥିବା ହର୍ଷ ସାମଲଙ୍କ ମୃତ୍ୟୁ ଘଟିଥିବା ବେଳେ ଶେଷରେ ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ମୃତକ ଙ୍କ ଶବକୁ ନିଜ ଗ୍ରାମକୁ ଅଣାଯାଇଛି । ୨୪ ଦିନ ପରେ କୁଏତ ରୁ ବିମାନ ଯୋଗେ ପ୍ରଥମେ ଦିଲ୍ଲୀ ଏବଂ ପରେ ଭୁବନେଶ୍ୱର ଅଣାଯାଇଥବା ବେଳେ ବିମାନ ବନ୍ଦରରୁ ଶବକୁ ସ୍ଥାନୀୟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ ଏବଂ ଜିଲ୍ଲା ଶ୍ରମ ଅଧିକାରୀ ଶିବ ସାହୁ ଙ୍କ ଉପସ୍ଥିତିରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯାଇଛି । ଭୁବନେଶ୍ୱର ରୁ ମୃତକ ଙ୍କ ଶବକୁ ଏକ ଆମ୍ୱୁଲେନ୍ସ ଯୋଗେ ଖଲ୍ଲିକୋଟ ବ୍ଲକର ଖୋଜାପଲ୍ଲୀକୁ ଅଣାଯିବା ପରେ ସେଠାରେ ଶୋକାକୁଳ ପରିବେଶରେ ଅନ୍ତିମ ସତ୍କାର କରାଯାଇଛି । ଦାଦାନ ଶ୍ରମିକ ଙ୍କ ମୃତ୍ୟୁ ପରେ ଶବକୁ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଥିଲା ।

Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ... Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.