ETV Bharat / state

ଏମକେସିଜି ମେଡିକାଲ କଲେଜକୁ ପୁଣି ଶରୀର ଦାନ କଲେ ବରିଷ୍ଠ ଡାକ୍ତରଙ୍କ ପରିବାର

author img

By

Published : Oct 20, 2019, 11:33 PM IST

ଜଣେ ବରିଷ୍ଠ ଡାକ୍ତରଙ୍କ ମୃତ୍ୟୁପରେ ପରିବାରବର୍ଗ ତାଙ୍କ ଶରୀରକୁ ଏମକେସିଜି ମେଡିକାଲ କଲେଜକୁ ଦାନ କରିଛନ୍ତି । ଅଧିକ ପଢନ୍ତୁ ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଜଣେ ବରିଷ୍ଠ ଡାକ୍ତରଙ୍କ ମୃତ୍ୟୁପରେ ପରିବାରବର୍ଗ ତାଙ୍କ ଶରୀରକୁ ଏମକେସିଜି ମେଡିକାଲ କଲେଜକୁ ଦାନ କରିଛନ୍ତି । ପରିବାର ପକ୍ଷରୁ ଏହାକୁ ମିଶାଇ ମୋଟ ୪ଥର ପାଇଁ ଶରୀର ଦାନ କରାଯାଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବରିଷ୍ଠ ଡାକ୍ତର ଗୌରଚନ୍ଦ୍ର ଚୌଧୁରୀ ନିଜର ମୃତ୍ୟୁପରେ ତାଙ୍କ ଶରୀରକୁ ମେଡିକାଲ କଲେଜକୁ ଦାନ କରିବାକୁ ଶେଷ ଇଚ୍ଛା ପ୍ରକାଶ କରିଥିଲେ । ଗତ କିଛିଦିନ ସେ କୌଣସି କାରଣରୁ ଶଯ୍ୟାଶାୟୀ ହେବା ପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ପରିବାର ଲୋକେ ଡାକ୍ତର ସ୍ବର୍ଗତ ଚୌଧୁରୀଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଯାଇ ସମ୍ପୂର୍ଣ୍ଣ ମରଶରୀରକୁ ଏମକେସିଜି ମେଡିକାଲ କଲେଜକୁ ହସ୍ତାନ୍ତର କରିଥିଲେ। ଏହି ମୃତ ଶରୀର ମେଡିକାଲ କଲେଜର ଡାକ୍ତରୀ ବିଦ୍ୟାର୍ଥୀଙ୍କ ଶିକ୍ଷାଗ୍ରହଣ ଓ ଭେଷଜ ବିଜ୍ଞାନରେ ଅଧିକ ଗବେଷଣା ପାଇଁ ସହାୟକ ହେବ ବୋଲି କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଏମ୍ କେ ସି ଜି ମେଡିକାଲ କଲେଜ କୁ ୪ର୍ଥ ଶରୀର ଦାନ କଲେ ମୃତ ଡାକ୍ତରଙ୍କ ପରିବାରBody:ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କଲେଜକୁ ୪ର୍ଥ ଶରୀର ଦାନ କରିଛନ୍ତି ସହରର ଜଣେ ବରିଷ୍ଠ ଡାକ୍ତରଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବର୍ଗ ।ମୃତ୍ୟୁପୂର୍ବରୁ ସ୍ୱର୍ଗତ ଅବସରପ୍ରାପ୍ତ ଡାକ୍ତର ଗୌର ଚନ୍ଦ୍ର ଚୌଧୁରୀ ନିଜର ଶେଷ ଇଛା କରିଥିଲେ ମୃତ୍ୟୁ ପରେ ତାଙ୍କ ଶରୀରକୁ ଶେଷକୃତ ସମ୍ପର୍ଣ୍ଣ ନକରି ବରଂ ସମ୍ପୂର୍ଣ୍ଣ ଶରୀରକୁ ଏମ୍.କେ.ସି. ଜି ମେଡିକାଲ କଲେଜକୁ ଦାନ କରିବା ପାଇଁ । ଗତ କିଛିଦିନ ସେ କୌଣସି କାରଣରୁ ଶର୍ଯ୍ୟାଶାୟୀ ହେବା ପରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ପରିବାର ଲୋକେ ଡାକ୍ତର ସ୍ୱର୍ଗତ ଚୌଧୁରୀ ଙ୍କ ଶେଷ ଇଛା ପୂରଣ କରିବାକୁ ଯାଇ ସମ୍ପୂର୍ଣ୍ଣ ମରଶରୀର କୁ ଏମ୍ କେ ସି ଜି ମେଡିକାଲ କଲେଜ କୁ ହସ୍ତାନ୍ତର କରିଥିଲେ। ଯାହାକି ଏହି ମୃତ ଶରୀର ମେଡିକାଲର ଡାକ୍ତରୀ ବିଦ୍ୟାର୍ଥୀଙ୍କ ଶିକ୍ଷାଗ୍ରହଣ ଓ ଭେଷଜ ବିଜ୍ଞାନରେ ଅଧିକ ଗବେଷଣା ପାଇଁ ସହାୟକ ହେବ ବୋଲି କୁହାଯାଇଛି । ପୂର୍ବରୁ ପୂର୍ବରୁ ସହରରେ ତିନି ଜଣଙ୍କ ମରଶରୀର ମେଡିକାଲ କଲେଜକୁ ଦାନ ହୋଇସାରିଥିବା ବେଳେ ଏହାକୁ ମିଶାଇ ଚତୁର୍ଥ ଶରୀର ଦାନ ବୋଲି କୁହାଯାଇଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.