ETV Bharat / state

ବ୍ରହ୍ମପୁରରେ ଗର୍ଭବତୀ ମହିଳାଙ୍କ ଟୀକାକରଣ ଆରମ୍ଭ - ଗର୍ଭବତୀ ମହିଳାଙ୍କ ଟୀକାକରଣ

ଆଜି(ସୋମବାର)ଠାରୁ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଗର୍ଭବତୀ ମହିଳାଙ୍କ ଟୀକାକରଣ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ବ୍ରହ୍ମପୁରରେ ଗର୍ଭବତୀ ମହିଳାଙ୍କ ଟୀକାକରଣ ଆରମ୍ଭ

author img

By

Published : Jul 26, 2021, 7:42 PM IST

ବ୍ରହ୍ମପୁର: ରାଜଧାନୀ ଭୁବନେଶ୍ବର ପରେ ବ୍ରହ୍ମପୁର ସହରରେ ଆରମ୍ଭ ହୋଇଛି ଗର୍ଭବତୀ ମହିଳାଙ୍କ ଟୀକାକରଣ । ସହରର ୮ଟି ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ୨ ଦିନ ପାଇଁ ଆରମ୍ଭ ହୋଇଯାଇଛି ଟିକାଦାନ ।

ବ୍ରହ୍ମପୁରରେ ଗର୍ଭବତୀ ମହିଳାଙ୍କ ଟୀକାକରଣ ଆରମ୍ଭ

ଗର୍ଭଧାରଣା କରିଥିବା ସହରର ସମସ୍ତ ଗର୍ଭବତୀ ମହିଳା ଯେଉଁମାନେ ଟୀକା ନେଇଛନ୍ତି ସେମାନଙ୍କୁ କେନ୍ଦ୍ରକୁ ନେଇ ଟିକା ପ୍ରଦାନ କରିଛନ୍ତି । ସେପଟେ ଏଭଳି ମହିଳା ମାନଙ୍କୁ ଆଶା ଓ ଅଙ୍ଗନାୱଡି କର୍ମୀ ମାନେ ଆଣି ଟୀକାଦାନ କେନ୍ଦ୍ରକୁ ଆଣୁଥିବା ଦେଖାଯାଇଛି । ଗର୍ଭବତୀ ମହିଳାମାନଙ୍କୁ ଖାଦ୍ୟ ଗ୍ରହଣ କରିବା ପରେ ହିଁ ଟିକା ଦିଆଯାଉଛି । ଗର୍ଭବତୀ ମହିଳାମାନେ ଟିଟି ନେବାର ୧୪ ଦିନ ପରେ ଟିକା ଦିଆଯାଉଛି କିମ୍ବା ଟିକା ନେବାର ୧୪ ଦିନ ପରେ ଟିଟି ଦିଆଯାଉଥିବା ସୂଚନା ମିଳିଛି ।

ଏହାସହିତ ସେମାନଙ୍କ ଆଧାର କାର୍ଡ ଓ ମମତା କାର୍ଡ ଯାଞ୍ଚ କରାଯାଇ ଟିକା ଦିଆଯାଉଛି । ଟିକା ନେବା ପରେ ଗର୍ଭବତୀ ମହିଳା ପ୍ରାୟ ଅଧଘଣ୍ଟା ବିଶ୍ରାମ ନେବାକୁ ଦିଆଯିବା ପରେ ତାଙ୍କୁ ଘରକୁ ଯିବା ପାଇଁ ଅନୁମତି ମିଳୁଛି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.