ETV Bharat / state

ଗଞ୍ଜାମରେ ସୁଧୁରୁଛି କୋରୋନା ସ୍ଥିତି, ନୂତନ ସଂକ୍ରମଣ ରୋକିବା ହେବ ନୂତନ ଚ୍ୟାଲେଞ୍ଜ: ଜିଲ୍ଲାପାଳ - ଗଞ୍ଜାମରେ ସୁଧୁରୁଛି କୋରୋନା ସ୍ଥିତି

ନିୟମିତ ଭାବରେ ପ୍ରଶାସନ ପକ୍ଷରୁ ଟେଷ୍ଟିଂ ବୃଦ୍ଧି କରାଯାଉଥିବାବେଳେ ନୂତନ ସଂକ୍ରମଣ ରୋକିବା ଜିଲ୍ଲାବାସୀଙ୍କ ପାଇଁ ହେବ ନୂତନ ଚ୍ୟାଲେଞ୍ଜ ବୋଲି କହିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

ଗଞ୍ଜାମରେ ସୁଧୁରୁଛି କୋରୋନା ସ୍ଥିତି, ନୂତନ ସଂକ୍ରମଣ ରୋକିବା ହେବ ନୂତନ ଚ୍ୟାଲେଞ୍ଜ:ଜିଲ୍ଲାପାଳ

author img

By

Published : Sep 5, 2020, 1:03 PM IST

ବ୍ରହ୍ମପୁର: ଗତ କିଛିଦିନ ଧରି ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ସୁଧୁରୁଛି କୋରୋନା ସ୍ଥିତି । ନିୟମିତ ଭାବରେ ପ୍ରଶାସନ ପକ୍ଷରୁ ଟେଷ୍ଟିଂ ବୃଦ୍ଧି କରାଯାଉଥିବାବେଳେ ନୂତନ ସଂକ୍ରମଣ ରୋକିବା ଜିଲ୍ଲାବାସୀଙ୍କ ପାଇଁ ହେବ ନୂତନ ଚ୍ୟାଲେଞ୍ଜ ବୋଲି କହିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

ଗଞ୍ଜାମରେ ସୁଧୁରୁଛି କୋରୋନା ସ୍ଥିତି, ନୂତନ ସଂକ୍ରମଣ ରୋକିବା ହେବ ନୂତନ ଚ୍ୟାଲେଞ୍ଜ:ଜିଲ୍ଲାପାଳ

ଗତ ଅଗଷ୍ଟ ମାସରୁ ଧିରେ ଧିରେ ସୁଧୁରିବାରେ ଲାଗିଛି ଗଞ୍ଜାମ ଜିଲ୍ଲାର କୋରୋନା ପରିସ୍ଥିତି। ନିୟମିତ ଭାବରେ ଟେଷ୍ଟିଂ ଠାରୁ ଆରମ୍ଭ କରି ସଂକ୍ରମଣ ବ୍ୟକ୍ତିବିଶେଷଙ୍କୁ ଚିକିତ୍ସା କରାଯିବା ସହ ସମସ୍ତେ ମାସ୍କ ପରିଧାନ କରିବା ସହ ବ୍ୟବସାୟୀମାନେ ପଞ୍ଚସୂତ୍ର ନିୟମର କଡାକଡି ପାଳନ କରିବା ପରେ ଜିଲ୍ଲାରେ ଦୀର୍ଘ ଦିନ ପରେ ଦୁଇ ଅଙ୍କ ଅର୍ଥାତ ୯୭ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏଭଳି ସମୟରେ ପ୍ରଶାସନ ପକ୍ଷରୁ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବ୍ୟାପକ ଟେଷ୍ଟିଂ ବୃଦ୍ଧି କରାଯାଇଛି ।

ଜିଲ୍ଲାର ସମସ୍ତ ବ୍ଳକରେ ଏହି ଅବସରରେ ଜିଲ୍ଲାପାଳ ପହଞ୍ଚି ନିର୍ବାଚିତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନ, କୋଭିଡ ମନିଟର ଏବଂ ଗ୍ରାମ ସ୍ତରୀୟ କମିଟି ସହିତ ଆଲୋଚନା କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.