ETV Bharat / state

ଆକ୍ସନ ମୁଡରେ ଭଞ୍ଜନଗର ଉପଜିଲ୍ଲାପାଳ, ଅମାନିଆ ଚାଳକଙ୍କୁ କଲେ ତାଗିଦ

author img

By

Published : Apr 20, 2020, 11:47 AM IST

ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଭଞ୍ଜନଗର ସହରର ବିଭିନ୍ନ ଛକ ମାନଙ୍କରେ ଅମାନିଆ ଚାଳକଙ୍କୁ ତାଗିଦ କରିଛନ୍ତି । ମାଛ ଦୋକାନରେ ସାମାଜିକ ଦୂରତା ନ ରହିଥିବାରୁ ଜୋରିମାନା ମଧ୍ୟ ଆଦାୟ କରିଛନ୍ତି ।

ଆକ୍ସନମୁଡରେ ଭଞ୍ଜନଗର ଉପଜିଲ୍ଲାପାଳ,  ଅମାନିଆ ଚାଳକଙ୍କୁ କଲେ ତାଗିଦ
ଆକ୍ସନ ମୁଡରେ ଭଞ୍ଜନଗର ଉପଜିଲ୍ଲାପାଳ, ଅମାନିଆ ଚାଳକଙ୍କୁ କଲେ ତାଗିଦ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଭଞ୍ଜନଗର ସହରର ବିଭିନ୍ନ ଛକ ମାନଙ୍କରେ ଅମାନିଆ ବାଇକ ଚାଳକଙ୍କ ପ୍ରତି ଧରପଗଡ ଜୋରଦାର କରିଛନ୍ତି । ବିନା କାରଣରେ ସାଇକେଲରେ ବୁଲୁଥିବା ଲୋକଙ୍କୁ ତାଗିଦ କରିଥିଲେ ଏବଂ ମାଛ ଦୋକାନରେ ସାମାଜିକ ଦୂରତା ନ ରହିଥିବାରୁ ଜୋରିମାନା ଆଦାୟ କରିଥିଲେ ।

ସେହିପରି ଭିନ୍ନଭିନ୍ନ ସ୍ଥାନରୁ ମୋଟ 12 ହଜାର 200 ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଆଉ ମଧ୍ୟ ସର୍ବସାଧାରଣ ସ୍ଥାନରେ ଜଣେ ବ୍ୟକ୍ତି ଛେପ ପକାଇବାରୁ ତାଙ୍କ ଠାରୁ 500 ଟଙ୍କା ଜୋରିମାନା ଆଦାୟ ହୋଇଛି । ତେବେ କୋରୋନା ମୁକାବିଲା ପାଇଁ ସମସ୍ତେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତାକୁ ରକ୍ଷା କରିବାକୁ ଉପଜିଲ୍ଲାପାଳ ସଚେତନ କରିଥିଲେ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.