ETV Bharat / state

ବାଇକକୁ ଧକ୍କା ଦେଲା ବସ, ଦୁଇ ଗୁରୁତର

author img

By

Published : Aug 18, 2019, 9:33 PM IST

ଲଙ୍ଗଳଖୋଳା ଠାରେ ବସ ଓ ବାଇକ ଧକ୍କାରେ ଦୁଇ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ଗୁରୁତର ମାନଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଭଞ୍ଜନଗର: ତାରସିଙ୍ଗି ଥାନା ଅନ୍ତର୍ଗତ ଲଙ୍ଗଳଖୋଳା ଠାରେ ବାଇକକୁ ବସ ଧକ୍କା ଦେବା ଯୋଗୁଁ ଦୁଇ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ପୋଲିସ ଗୁରୁତର ମାନଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଛି । ତାରସିଙ୍ଗି ପୋଲିସ ଦୁର୍ଘଟଣା ଘଟାଇଥିବା ବସକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ସୂଚନା ଅନୁସାରେ, ଚନ୍ଦନ ନାମକ ଘରୋଇ ବସ ଭୁବନେଶ୍ବରରୁ ଗାୟଗଣ୍ଡା ଆସୁଥିବା ବେଳେ ଅଜୟ ଗୌଡ଼ ଓ ବାସୁଦେବ ପ୍ରଧାନଙ୍କୁ ଧକ୍କା ଦେଇଥିଲା । ପରେ ଦୁର୍ଘଟଣାର ଖବର ପାଇ ତାରସିଙ୍ଗି ପୋଲିସ ସେଠାରେ ପହଞ୍ଚିବା ସହ ଗୁରୁତର ମାନଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲା ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor_ଗଂଜାମ ଜିଲ୍ଲା ତାରସିଂଙ୍ଗି ଥାନା ଅନ୍ତର୍ଗତ ଲଙ୍ଗଳଖୋଳା ଠାରେ ବସ ବାଇକ ଧକ୍କାରେ ଦୁଇ ବାଇକ ଆରୋହି ଗୁରୁତର ଭଞ୍ଜନଗର ମେଡିକାଲରେ ଭର୍ତ୍ତି ତାରସିଂଙ୍ଗି ପୋଲିସ ପହଂଚି ବସ କୁ ଜବତ କରି ତଦନ୍ତ ଆରମ୍ଭ କରିଛି ସୂଚନା ପ୍ରକାରେ ଚନ୍ଦନ ନାମକ ଏକ ଘରୋଇ ବସ ଭୁବନେଶ୍ୱର ରୁ ଗାୟଗଣ୍ଡା ଆସୁଥିବାବେଳେ କନ୍ଧସରଲା ରୁ ବାଇକ ଯୋଗେ ଅଜୟ ଗୌଡ଼ ଓ ବାସୁଦେବ ପ୍ରଧାନ କୋକୋଳବା ଯାଉଥିବାବେଳେ ଏହି ଦୃଘଟଣା ହୋଇଥିଲା ଖବର ପାଇ ତାରସିଂଙ୍ଗି ପୋଲିସ ପହଂଚି ଗୁରୁତର ମାନକୁ ଉଦ୍ଧାର କରି ପୋଲିସ ଜୀପ ରେ ଆଣି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଛି ଦୁହିଙ୍କ ଅବସ୍ଥା ଗୁରୁତର ରହିଛି

Body:ଭଞ୍ଜନଗର ରୁ ରଂଜନ ସ୍ୱାଇଁ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.