ETV Bharat / state

ନିଟ୍‌ରେ ସ୍ୱର୍ଣ୍ଣପଦକ ହାସଲ କଲେ ବ୍ରହ୍ମପୁରର ଝିଅ ପ୍ରତ୍ୟୁଷା

author img

By

Published : Nov 19, 2022, 10:12 AM IST

ନିଟ୍‌ରେ ସ୍ୱର୍ଣ୍ଣପଦକ ହାସଲ କଲେ ବ୍ରହ୍ମପୁରର ଝିଅ ପ୍ରତ୍ୟୁଷା ପଟ୍ଟନାୟକ । ଅଧିକ ପଢନ୍ତୁ

ନିଟ୍‌ରେ ସ୍ୱର୍ଣ୍ଣପଦକ ହାସଲ କଲେ ବ୍ରହ୍ମପୁରର ଝିଅ ପ୍ରତ୍ୟୁଷା
ନିଟ୍‌ରେ ସ୍ୱର୍ଣ୍ଣପଦକ ହାସଲ କଲେ ବ୍ରହ୍ମପୁରର ଝିଅ ପ୍ରତ୍ୟୁଷା

ବ୍ରହ୍ମପୁର: ନିଟ୍‌ରେ ସ୍ୱର୍ଣ୍ଣପଦକ ହାସଲ କଲେ ବ୍ରହ୍ମପୁରର ଝିଅ ପ୍ରତ୍ୟୁଷା ପଟ୍ଟନାୟକ । ସେ ଅଗରତାଲା ନିଟରେ କେମିକାଲ ଇଞ୍ଜିନିୟରିଙ୍ଗ୍ ଅଧ୍ୟୟନ କରୁଥିଲେ । ସେଠାରେ ଅନୁଷ୍ଠିତ ହୋଇଥିବା ନିଟ୍-୨୦୨୨ ସମାବର୍ତ୍ତନ ଉତ୍ସବରେ ପ୍ରତ୍ୟୁଷାଙ୍କୁ ଏହି ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଛି ।

ବ୍ରହ୍ମପୁର ସହରରେ ରହି ଆସୁଥିବା ମେଜର ସେଟଲମେଣ୍ଟ ଅଫିସରେ କାର୍ଯ୍ୟରତ ଅମିନ ପ୍ରମୋଦ କୁମାର ପଟ୍ଟନାୟକ ଓ ସ୍ୱପ୍ନା ରାଣୀ ପଟ୍ଟନାୟକଙ୍କ ଜ୍ୟେଷ୍ଠା କନ୍ୟା ପ୍ରତ୍ୟୁଷା ପଟ୍ଟନାୟକ । ସେ ଅଗରତାଲା ନିଟରେ କେମିକାଲ ଇଞ୍ଜିନିୟରିଙ୍ଗ୍ ଅଧ୍ୟୟନ କରୁଥିଲେ । ତେବେ ନିଟ୍-୨୦୨୨ ସମାବର୍ତ୍ତନ ଉତ୍ସବରେ ତାଙ୍କର ଦକ୍ଷତା ଅନୁଯାୟୀ ପ୍ରତ୍ୟୁଷାଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଛି । ତାଙ୍କର ଏଭଳି ସଫଳତାକୁ ନେଇ ପରିବାର, ବନ୍ଧୁ ପରିଜନଙ୍କ ମହଲରେ ଖୁସିର ମାହୋଲ ଖେଳିଯାଇଛି । ବର୍ତ୍ତମାନ ପ୍ରତ୍ୟୁଷା ରାଜସ୍ଥାନର ବେଦାନ୍ତ ଲିମିଟେଡରେ ପ୍ରସେସ୍ ଇଞ୍ଜିନିୟରିଂ ଇନ୍ କାଇରନ୍ ଇଣ୍ଡିଆ ଓ ଏଲ୍ ଏଣ୍ଡ ଗ୍ୟାସ ଇଣ୍ଡଷ୍ଟ୍ରିରେ ଜିଇଟି ଭାବେ କାର୍ଯ୍ୟ କରୁଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.