ETV Bharat / state

ଆମ ପୋଲିସ ସମିତି ପକ୍ଷରୁ ରକ୍ତଦାନ ଶିବିର - ରକ୍ତଦାନ ଶିବିର ଭଞ୍ଜନଗର

କୋରୋନା ମହାମାରୀ ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଭଞ୍ଜନଗର ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଖବର ଶୁଣି ଆମ ପୋଲିସ ସମିତି ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ ।

ଆମ ପୋଲିସ ସମିତି ପକ୍ଷରୁ ରକ୍ତଦାନ ଶିବିର
ଆମ ପୋଲିସ ସମିତି ପକ୍ଷରୁ ରକ୍ତଦାନ ଶିବିର
author img

By

Published : Jul 30, 2020, 5:44 PM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଆମ ପୋଲିସ ସମିତି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚାଳିଶିରୁ ଉର୍ଦ୍ଧ୍ବ ସ୍ବେଛାକୃତ ରକ୍ତଦାତା ଯୋଗ ଦେଇଥିଲେ । ଭଞ୍ଜନଗର ମେଡିକାଲ କ୍ୟାମ୍ପସ ପରିସରରେ ଥିବା ରକ୍ତ ଭଣ୍ଡାରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଆମ ପୋଲିସ ସମିତି ପକ୍ଷରୁ ରକ୍ତଦାନ ଶିବିର

କୋରୋନା ମହାମାରୀ ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଭଞ୍ଜନଗର ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଖବର ଶୁଣି ଆମ ପୋଲିସ ସମିତି ପକ୍ଷରୁ ଜଗନ୍ନାଥପ୍ରସାଦ ବ୍ଲକ ସାଂସଦ ପ୍ରତିନିଧିଙ୍କୁ ରକ୍ତ ଅଭାବ ଥିବା ଖବର ଦିଆଯାଇଥିଲା । ଖବର ପାଇ ସ୍ବେଛାକୃତ ଭାବେ ଚାଳିଶରୁ ଉର୍ଦ୍ଧ୍ବ ଏହି ମହତ ଦାନ ନିମନ୍ତେ ଯୁବକ ମାନେ ରକ୍ତ ଦାନ କରିଥିଲେ । ଯାହା ଦ୍ୱାରା ରକ୍ତ ଅଭାବରୁ ଯେପରି କାହାର ଜୀବନ ହାନୀ ନହେଉ ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.